Advertisement
Videos Details/odisha/zeeodisha581476
Video ThumbnailPlay icon

କେନ୍ଦ୍ରାପଡ଼ାରେ ଡବଲ ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ ଓ ସହଯୋଗୀ ମିଟୁନାଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଦୁଇ ଅପରାଧୀ ମାର୍ଶାଘାଇ- ଅଙ୍ଗୁଳାଇ ରାସ୍ତାର କଳା ପୋଲ ନିକଟରେ ଯାଉଥିବା ବେଳେ ସ୍ପେସାଲ ସ୍କାଡ ଓ ମାର୍ଶାଘାଇ ପୋଲିସ କାବୁ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଉପରକୁ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଆକ୍ରମଣରେ ଦୁହେଁ ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଠାରୁ ନମ୍ବର ବିହୀନ ପଲସର, ବନ୍ଧୁକ ଜବତ କରାଯାଇଛି ଽ ସେମାନେ ବ୍ୟବସାୟୀ ଗଗନ ସାହୁଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs
Maha Kumbh 2025: ମହାକୁମ୍ଭରେ ନିଜ ପୋଷା କକୁର ବୁଡ଼ ପକାଇଲେ ବ୍ୟକ୍ତି, ଭିଡିଓ ଦେଖି ସମସ୍ତେ କରୁଛନ୍ତି ତାରିଫ୍
Play icon00:45
Video: ଶ୍ରୀମନ୍ଦିରରେ ବଡ ଅଘଟଣ, ଧ୍ୱଜା ବନ୍ଧା ପରେ ଭାଙ୍ଗିଗଲା ବାଉଁଶ
Play icon00:45
Video: ପାର୍ଟିରେ ଏମିତି ଡ୍ୟାନ୍ସ କରନ୍ତି ଅଭିନେତ୍ରୀ ପ୍ରକୃତି, ଭିଡିଓ ଭାଇରାଲ
Play icon00:45
VIDEO: 'ଛାଭା' ଫିଲ୍ମ ବିବାଦ ମଧ୍ୟରେ ମହାକୁମ୍ଭରେ ଯାଇ ଏପରି କଲେ ବିକି କୌଶଲ, ଲୋକେ କରୁଛନ୍ତି ଟ୍ରୋଲ୍
Play icon00:21
Video: ଖାଣ୍ଟି ଓଡ଼ିଆଣୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ କରୁଛନ୍ତି କି କାମ
Play icon00:45
Weather Report: ୧୯ରୁ ଏହି ଜିଲ୍ଲାରେ ବର୍ଷା ହେବା ନେଇ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon03:10
Valentines Day: ଦେଖନ୍ତୁ କାହା ସହ ଅଭିନେତ୍ରୀ ଲିପ୍ସା ମିଶ୍ର, ବିଦେଶରୁ ଭିଡିଓ ଭାଇରାଲ
Play icon00:45
Pihu Mohapatra Video: ବିବାହ ପୂର୍ବରୁ ଏପରି ଭିଡିଓ ଛାଡ଼ିଲେ ଓଡ଼ିଆ ଅଭିନେତ୍ରୀ ପିହୁ ମହାପାତ୍ର
Play icon00:56
Video: ପାଗା ଭାଇ ଏବଂ ନିତିଆନାଙ୍କ ସହ ସାମିଲ ହେଲେ ମିଷ୍ଟର ଗଜପତି, ଦେଖନ୍ତୁ ଭିଡିଓ
Play icon00:25
viral video: କେରଳ ମନ୍ଦିରରେ ହାତୀଙ୍କ ଉପଦ୍ରବ,  ୩ ମୃତ
Play icon00:20
Combing operation Video: ମାଲକାନଗିରି ଫରେଷ୍ଟରେ ବିଏସଏଫର ମାଓ ବିରୋଧୀ କୋମ୍ବିଂ ଅପରେସନ, ଦେଖନ୍ତୁ ଏହାର ଲାଇଭ୍ ଭିଡିଓ...
Play icon01:46
Nainaa Dash Video: ଏହିପରି ଭାବେ ଭାଲେଣ୍ଟାଇନ୍ ଡେ' ପାଳିଲେ ଅଭିନେତ୍ରୀ ନୈନା ଦାସ, ଦେଖନ୍ତୁ ଏହି ଭିଡିଓ...
Play icon00:43
Viral Video: ପୁଣି ଥରେ କଲେଜ ଛାତ୍ରୀଙ୍କ ୩୦ ସେକେଣ୍ଡର ଭିଡିଓ କ୍ଲିପ ହେଉଛି ଭାଇରାଲ
Play icon00:30
Viral Video: ରୋମାଣ୍ଟିକ୍ ଅନ୍ଦାଜରେ ସୂର୍ଯ୍ୟମୁଖି କ୍ଷେତରୁ ଭାଇରାଲ ହେଲା କଣ୍ଠଶିଳ୍ପୀ ପ୍ରଜ୍ଞାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:46
Viral Video: ଘଞ୍ଚ ଜଙ୍ଗଲରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସ୍ମରଣିକାଙ୍କ ଏହି ଯୁବକଙ୍କ ଭିଡିଓ, ଦେଖନ୍ତୁ
Play icon00:52
Viral Video: ପାହାଡ ତଳୁ କଣ୍ଠଶିଳ୍ପୀ ଅନ୍ତରାଙ୍କ ଭିଡିଓ ଭାଇରାଲ
Play icon00:16
Viral Video: ଭାଲେନଟାଇନ୍ ଡେ'ରେ କଣ୍ଠଶିଳ୍ପୀ ଦୀପ୍ତୀରେଖାଙ୍କୁ ଗୋଲାପ ବଦଳରେ ମିଳିଲା....ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:36
Viral Video: ଭାଲେନଟାଇନ୍ ଡେ' ରେ କାନ୍ଦିଲେ ଯାତ୍ରା ଅଭିନେତ୍ରୀ ନିଶା! ଭାଇରାଲ ହେଉଛି ବ୍ରକଅପ୍ ପରର ଭିଡିଓ
Play icon00:44
Viral Video: ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମାଙ୍କ ଆଉ ଏକ ଭିଡିଓ
Play icon00:30
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
item girl Nisha Maharana video goes viral 14 feb pm
Play icon00:16
Video: ପୁଣି ଥରେ ଭାଇରାଲ୍ ହେଲା ଅଭିନେତା ମନୋଜ ମିଶ୍ରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ…
Play icon00:30
VIDEO: ବାବୁଶାନଙ୍କୁ ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନବୀନ ପଟ୍ଟନାୟକ, ଦେଖନ୍ତୁ ଏହି ଭଡିଓ
Play icon00:48
Video: ଛି.ଛି.ଛି ରେ ନନୀ ଛି...ଗୀତରେ ରିୟାଙ୍କ ସହ ଝୁମିଲେ ହରି, ଭିଡିଓ ଭାଇରାଲ୍
Play icon00:30
Bear Attack Video: ଭାଲୁ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଖରାପ, ଦେଖନ୍ତୁ ଏହି ଭିଡିଓ...
Play icon01:39
Actress Mithi Video: ଭାଲେଣ୍ଟାଇନ୍ ୱିକ୍ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  ଆଲବମ୍ କୁଇନ୍ ମିଠିଙ୍କ ଏହି ଭିଡିଓ...
Play icon00:52
lichchivi express Train: ପ୍ରୟାଗରାଜ ଯାଉଥିବା ଲିଛଭି ଏକ୍ସପ୍ରେସ ଉପରକୁ ଢେଲାମାଡ଼, ଭିଡିଓ ଭାଇରାଲ
Play icon00:18
Rani panda Viral Video: ପ୍ରେମିକ ବିକ୍ରମଙ୍କ ଭାଇରାଲ୍ ହେଲା ଅଭିନେତ୍ରୀ ରାଣୀ ପଣ୍ତାଙ୍କ ଏହି ଭିଡିଓ ,ଦେଖନ୍ତୁ
Play icon00:29
Shock Video: ରୋଗ ଭଲ ନ ହେବାରୁ ଆତ୍ମହତ୍ୟା କଲେ ଯୁବକ, ଦେଖୁନ୍ତୁ ଏହି ଭିଡିଓ...
Play icon03:11
 ଜଙ୍ଗଲ ଭିତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଲେ କିଛି ଏମିତି କାମ , ଭାଇରାଲ୍ ହେଲା ଭିଡିଓ
Play icon02:56