Advertisement
Videos Details/odisha/zeeodisha2331309
Video ThumbnailPlay icon

Akhandalmani Temple: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା

ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଯାତ୍ରା ଆସନ୍ତା ଆସନ୍ତା ଅଗଷ୍ଟ ୧୯ଯାଏଁ ଏକମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ଯକ୍ଷତାରେ ଜିଲା ଆରକ୍ଷିଅଧିକ୍ଷକ ବରୁଣ ଗୁଣ୍ଠପାଲି, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଜିଲାପରିଷଦ ଅଧକ୍ଷ ପ୍ରଫୁଲ ଜେନା, ଡିଆଇଭି ଡିଏସପି ପ୍ରଭାତ ବିଶ୍ବଳ, ଜିଲା ଲୋକସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ନାୟକ, ଜିଲା ସଂସ୍କୃତି ବିଭାଗର ଅଧିକାରୀ, ଜିଲା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାର ଅଧିକାରୀ ଦିପକ ପାଣିଗ୍ରାହୀ, ଚାନ୍ଦବାଲି ତହସିଲିଦାର , ବିଡିଓ ଅସିତ ମହାନ୍ତି, ଜିଲାପରିଷଦସଭ୍ଯ ପ୍ରିନ୍ସରାକେଶ ନାୟକ, ରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ଟ୍ରଷ୍ଟବୋର୍ଡ ସଭ୍ଯ ସନ୍ତୋଷ ପାଢୀ, ସରୋଜ ଦାସ ପ୍ରମୁଖ ଯୋଗଦେଇଥିଲେ।
Bidusmita Viral Video: ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶଙ୍କ ଏହି ଭିଡିଓ..
Play icon00:42
Hungry Elephant Video: ଦୋକାନରେ ପଶି, କଦଳୀ ସହ ସ୍ୟାଣ୍ଡୱିଚ୍ କେକ୍ ଖାଇଗଲା ଭୋକିଲା ହାତୀ
Play icon01:15
Sonali Panda Viral Video: ବିବାଦ ପରେ ସ୍ୱାମୀଙ୍କ ସହ ଏପରି ଭାବେ ନଜର ଆସିଲେ ଅଭିନେତ୍ରୀ ସୋନାଲି ପଣ୍ଡା, ଭାଇରାଲ ହେଉଛି ଏହି ଭିଡିଓ...
Play icon00:51
Mahua Moitra Video: ବିଜେଡି ପୂର୍ବତନ ସାଂସଦଙ୍କୁ ବିବାହ ପରେ ଭାଇରାଲ ହେଉଛି ମହୁଆଙ୍କ ଏହି ଭିଡିଓ
Play icon01:03
Sri Mandira News; ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ, ସଜେଇ ହୋଇଛି ଶ୍ରୀମନ୍ଦିର
Play icon00:56
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Video: ସୁଟିଂ ସେଟରୁ ଭାଇରାଲ୍ ହେଲା ଅଭିନେତା ବବି ମିଶ୍ରଙ୍କ ଭିଡିଓ
Play icon02:04
Video: ଶିଖର ଘାଟ ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ, ଦେଖନ୍ତୁ ଏହି ଭିଡିଓ...
Play icon03:11
Snake Viral Video: ଆମ୍ବ ପ୍ରେମୀ ସାପ, ଏପରି ଶୋଷିନେଲା ରସ, ଦେଖନ୍ତୁ ଭିଡିଓ
Play icon00:14
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Video: ରାସ୍ତାରେ ଏହି ଯୁବକଙ୍କ ସହ ଏମିତି ନଜର ଆସିଲେ ଅଭିନେତ୍ରୀ ଆରାଧ୍ୟା, ଭିଡିଓ ଭାଇରାଲ୍
Play icon00:28
Video: ଏରସମା ଥାନା ଶଙ୍ଖ ନଦୀ ବନ୍ଧରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଦେଖନ୍ତୁ ଏହି ଭିଡିଓ
Play icon01:21
Accident Video: ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ଟ୍ରକ, ଦେଖନ୍ତୁ ଏହି ଭିଡିଓ...
Play icon00:29
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Video: ଚାଳ ଘରୁ ଭାଇରାଲ୍ ହେଲା ସ୍କୁଲ୍ ଛାତ୍ରୀଙ୍କ ଏହି ଭିଡିଓ
Play icon00:27
Khan Sir Wife Video: ବିବାହ ପରେ ଭାଇରାଲ୍ ହେଉଛି ଖାନ୍ ସାର୍ ପତ୍ନୀଙ୍କ ଏହି ଭିଡିଓ
Play icon00:24
Weather Report: ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Play icon02:27
BJD Press Meet: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି
Play icon17:34
CM At Deogarh: ଦେବଗଡ଼ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ
Play icon02:30
Ama Bus Accident: ମାଷ୍ଟର କ୍ୟାଣ୍ଟିନରେ ଥରେ ପୁଣି ଆମ ବସ ଦୁର୍ଘଟଣା, ବସ୍ ସହ ପିଟିହେଲା କାର୍
Play icon02:32
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Weather Report: ପୁଣି ଉପରମୁହାଁ ତାତି: ଆଗାମୀ ୫ ଦିନ ଯାଏ ତାତିରୁ ମିଳିବନି ନିସ୍ତାର
Play icon02:03
Kalinga Studio: କଳିଙ୍ଗ ଷ୍ଟୁଡିଓକୁ ପୂର୍ଣ୍ଣାଙ୍ଗ ଫିଲ୍ମ ସିଟି କରିବା ପାଇଁ ଚାଲିଛି ପ୍ରସ୍ତୁତି
Play icon04:48
Sura Routray Reaction: ଅପେରା ମାଲିକ ନାଣ୍ଡୁବାବୁକୁ ନଣ୍ଡା କରି ଦିଆଯିବ;ସୁର ରାଉତରାୟ
Play icon02:15
Weather Report: ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି, ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା
Play icon02:10
Vigilance Raid: ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍
Play icon01:30
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Vigilance Raid Update: ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅଚଳାଚଳ ସମ୍ପତ୍ତି
Play icon01:48
Weather Report: ଦୁର୍ବଳ ହେଲା ଗଭୀର ଅବପାତ; ଆସନ୍ତା ୩୧ ତାରିଖ ପରେ ବଦଳିବ ପାଗ
Play icon02:23
Vigilance Raid: RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ପୁଳା ପୁଳା ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ଜବତ...
Play icon02:17
Advertisement
;