Security Breach in Lok Sabha Video: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି ଓ ଲୋକସଭାରେ ଚାଲିଥିବା ପ୍ରକ୍ରିୟା ସମୟରେ ଦୁଇଜଣ ଲୋକ ସୁରକ୍ଷା ବ୍ୟବସ୍ଥାକୁ ପାର କରି ଦର୍ଶକ ଗ୍ୟାଲେରୀରୁ ଡେଇଁପଡିଥିଲେ । ଏହି ସମୟରେ, ଏହି ଏହି ବ୍ୟକ୍ତି ସ୍ମୋକ କ୍ୟାଣ୍ଡେଲ ଜଳାଇଥିଲେ, ଯାହା ପରେ ସମଗ୍ର ଲୋକସଭା ଧୂଆଁ ଧୂଆଁ ହୋଇଯାଇଥିଲା । ତେବେ ପରେ ଉଭୟଙ୍କୁ ଗିରଫ କରାଯାଇଛି । ଦେଖନ୍ତୁ ଭିଡିଓ-
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.