Hyderabad Police Viral Dance Video: ହାଇଦ୍ରାବାଦରେ ଗଣେଶ ଚତୁର୍ଥୀ ବହୁ ଜାକଜକମରେ ପାଳନ କରାଯାଏ । ଏହି ସମୟରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଚାଲିଥିବାରୁ ସହରରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଏକ ପୋଲିସ କର୍ମଚାରୀ ଖୁସିରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇାଲ ହେଉଛି । ଦେଖନ୍ତୁ ଭିଡିଓ-
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.