Bharat Matrimony Advertisement Controversy: ଏହି ଭିଡିଓ ତଳେ ଏକ ବାର୍ତ୍ତା ଦିଆଯାଇଛି । ଯେଉଁଥିରେ ଲେଖା ଅଛି, 'କିଛି ଦାଗ ଏପରି, ଯାହା କେବେ ବି ଲିଭେ ନାହିଁ । ଏହାକୁ ସହଜରେ ଲୁଚାଯାଇପାରିବ ନାହିଁ । ହୋଲି ଦିନ ମହିଳାମାନଙ୍କ ସହିତ ଯାହା ଘଟେ, ତାହା କୌଣସି ପ୍ରକାରର ଆଘାତଠାରୁ କମ୍ ନୁହେଁ । ଏହି କାରଣରୁ ଏକ ତୃତୀୟାଂଶ ମହିଳା ହୋଲି ଖେଳିବା ବନ୍ଦ କରି ଦେଇଛନ୍ତି । ତେଣୁ… ଏହି ହୋଲି, ମହିଳା ଦିବସ ପାଳନ କରନ୍ତୁ ଓ ସେମାନଙ୍କୁ ପ୍ରତିଦିନ ନିରାପଦ ମନେ କରାନ୍ତୁ । ହୋଲି ଅବସରରେ ମହିଳାଙ୍କ ସହ ଜଡିତ ଏକ ବିଜ୍ଞାପନ ଜାରି କରିବା ପରେ ମ୍ୟାଟ୍ରିମୋନିଆଲ୍ ୱେବସାଇଟ୍ ଭରତ ମ୍ୟାଟ୍ରିମୋନି ବିବାଦ ଭିତରକୁ ଆସିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.