Weather Update: ଦିନକ ପରେ ତାତିରୁ ମିଳିବ ଆଶ୍ବସ୍ତି, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ । ମାଘ ହେଉଛି ମୁଣ୍ତ ଫଟା ଖରା। ଯଦି ଏବେଠୁ ଏତେ ଖରା ତେବେ, ଆସନ୍ତା ମାସରେ ସ୍ଥିତି କିଭଳି ଥିବ ଏଥିରୁ ଅନୁମାନ କରିହେଉଛି। ଏହି କ୍ରମରେ ମଙ୍ଗଳବାର ଦିନ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି...

Weather Update: ଦିନକ ପରେ ତାତିରୁ ମିଳିବ ଆଶ୍ବସ୍ତି, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

About the Author