Weather Update: ବଢୁଛି ତାପମାତ୍ରା, ଶୀତ ଲହରୀକୁ ନେଇ ଆସିଲା ବଡ଼ ଅପଡେଟ, ପଢନ୍ତୁ କିପରି ରହିଛି ଆଜି ଦେଶର ପାଣିପାଗ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଭାଗରେ, ଅକ୍ଟୋବର ଶେଷ ପରେ ହାରାହାରି ତାପମାତ୍ରା 2 ଡିଗ୍ରୀ ଅଧିକ ରହିଥିବା ଦେଖିବାକୁ ମିଳିଛି । ଅକ୍ଟୋବରରେ ଶୀତ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଲୋକମାନେ ଗରମ ଅନୁଭବ କରୁଛନ୍ତି। ସେବେଠାରୁ IMD ସମେତ ସମଗ୍ର ବିଶ୍ୱରେ ପାଣିପାଗ ଏଜେନ୍ସିର ପୂର୍ବାନୁମାନ ଉପରେ ପ୍ରଶ୍ନ ଉଠିଛି। ଲା ନିନା ଅବସ୍ଥା ହେତୁ ଚଳିତ ବର୍ଷ

Weather Update: ବଢୁଛି ତାପମାତ୍ରା, ଶୀତ ଲହରୀକୁ ନେଇ ଆସିଲା ବଡ଼ ଅପଡେଟ, ପଢନ୍ତୁ କିପରି ରହିଛି ଆଜି ଦେଶର ପାଣିପାଗ

About the Author