Rishabh Pant
Rishabh Pantଙ୍କ ଅଲୋଡ଼ା ରେକର୍ଡ, ପ୍ରଥମ T20 ଅଧିନାୟକ ଭାବେ କଲେ ...
ଗାତାର ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଟିମ୍ ଇଣ୍ଡିଆ କମବ୍ୟାକ୍ କରିଥିଲା। ତେବେ ରବିବାର ଶେଷ ଟି-୨୦ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିଲା। ହେଲେ ନିର୍ଣ୍ଣାୟକ ମୁକାବିଲାରେ ବର୍ଷାର ବିଜୟ ହୋଇଥିଲା। ବେଙ୍ଗାଳୁରୁ ମ୍ୟାଚକୁ ବର୍ଷା ଧୋଇନେବାରୁ ସିରିଜ୍ ଡ୍ରରେ ଶେଷ ହୋଇଛି।
Jun 20,2022, 14:31 PM IST
Sri Lanka
Sri Lanka Crisis: ପେଟ୍ରୋଲ ପମ୍ପରେ ଚା, ପାଉଁରୁଟି ବାଣ୍ଟୁଛନ୍ତି ପୂର୍ବତନ କ୍ରିକେଟର
ଶ୍ରୀଲଙ୍କାର ଅନେକ ଫ୍ୟୁଲ୍ ଷ୍ଟେସନରେ ଲମ୍ବା ଲାଇନ ଲାଗୁଛି। ପେଟ୍ରୋଲ ଏବଂ ଡିଜେଲ (Petrol Diesel) ପାଇଁ ଶ୍ରୀଲଙ୍କାବାସୀଙ୍କୁ ରାତିସାରା ଲାଇନରେ ଛିଡା ହେବାକୁ ପଡିବ। ଏହି କାରଣରୁ ଦେଶ (Sri Lanka) ରେ ବିରୋଧ ମଧ୍ୟ ଚାଲିଛି। ଏକ ମାସ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାରେ ଏକ ଇନ୍ଧନ ସଙ୍କଟ (Fuel Crisis) ଦେଖାଦେଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ କେବଳ ଗୋଟିଏ ଦିନର ଇନ୍ଧନ ବାକି ଅଛି। ଶକ୍ତି ମନ୍ତ୍ରୀ କାଞ୍ଚନା ୱିଜେସେକରା କହିଛନ୍ତି ଯେ, ଯୋଗାଣକାରୀଙ୍କୁ ଦେଶରେ ୭୨୫ ମିଲିୟନ ଡଲାରର ଦେୟ ଧାର୍ଯ୍ୟ ହୋଇଛି।
Jun 20,2022, 12:38 PM IST
IPL 2022 Final
IPL 2022 Final: ଆଜି ଟାଇଟଲ୍ ପାଇଁ ଟକ୍କର, ରାଜସ୍ଥାନ ରୟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ
IPL 2022 Finalରେ ଉଭୟ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ ମଇଦାନକୁ ଓହ୍ଲାଇବେ। ଡେବ୍ୟୁ ସିଜିନରେ ଗୁଜୁରାଟ ଦଳ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛି। ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଟ୍ରଫି ଜିତିବା ପାଇଁ ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି।
May 29,2022, 10:17 AM IST
History of may 29
ମେ' ୨୯ : ପ୍ୟାରୀ-ନବୀନ-ପାଣ୍ଡିଆନ, ମିଡ୍ ନାଇଟ୍ ଅପରେସନରୁ ହାପି ବାର୍ଥ ଡେ
ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ ଠିକ୍ ସେମିତି ମେ’ ୨୯ ଆସିଲେ ରାଜ୍ୟ ରାଜନୈତିକ ପାଣିପାଗ ହଲଚଲ ହୋଇଥିବା କଥା ମନେ ପଡ଼େ। ଅକ୍ଟୋବର ୨୯ ସର୍ବଦା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ ହୋଇଥିବା ବେଳେ ମେ ୨୯ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇ ରହିଛି। କାରଣ ମେ’ ୨୯ ଓଡ଼ିଶା ରାଜନୀତି ପାଇଁ ଏକ ସ୍ମରଣୀୟ ଦିନ।
May 29,2022, 8:22 AM IST
Twitter CEO Parag Agrawal
ୟୁଜର୍ସ କହିଲେ 'ଲାଗୁଛି କାଢ଼ି ଦିଆଯାଇଛି'; ଟ୍ବିଟର ସିଇଓ ପରାଗ କହିଲେ ଆମେ...
ବର୍ତ୍ତମାନ ସମୟରେ ପରାଗ କମ୍ପାନୀର ଭବିଷ୍ୟତକୁ ନେଇ ଆଶ୍ବସ୍ତ ଥିବା ଜଣାପଡ଼ିଛି।
Apr 29,2022, 16:11 PM IST
IPL
ଉମରାନଙ୍କ ଗତି ବ୍ୟାଟସମ୍ୟାନଙ୍କ ପାଇଁ ଦୁର୍ଗତି: ଗୋଟିଏ ପଟେ ଷ୍ଟମ୍ପ ଉପାଡ଼ୁଥିଲେ ସ୍ପିଡ ଷ୍ଟାର...
ଉମରାନଙ୍କ ପ୍ରଦର୍ଶନ ଦମଦାର ହୋଇଥିଲେ ସୁଦ୍ଧା ତାଙ୍କ ଦଳ ଗୁଜୁରାଟ ନିକଟରୁ ପରାଜିତ ହୋଇଥିଲା। ଉମରାନଙ୍କ ଟିମ୍ ପରାଜିତ ହୋଇଥିଲେ ସୁଦ୍ଧା ସେ ମ୍ୟାଚର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଇପିଏଲରେ ଇତିହାସରେ ପ୍ରଥମ ଖେଳାଳି ଭାବେ ଉମରାନ ପରାଜିତ ଟିମର ସଦସ୍ୟ ହୋଇ ସୁଦ୍ଧା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Apr 28,2022, 8:02 AM IST
shikhar Dhawan
ଧାଓ୍ବନଙ୍କ ପଛରେ ପଡ଼ିଲେ ରୋହିତ, ରାଇନା ଓ ଓ୍ବାର୍ଣ୍ଣର
ଆଇପିଏଲର ୬୦୦୦ ରନ୍ କ୍ଲବରେ ଶିଖର ଧାଓ୍ବନ ଏଣ୍ଟ୍ରି ମାରିଛନ୍ତି। ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଏହି କ୍ଲବ୍ରେ ଗବ୍ବରଙ୍କ ଏଣ୍ଟ୍ରି ହୋଇଛି। ସେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏହି ରେକର୍ଡ କରିଛନ୍ତି। କେବଳ ସେତିକି ନୁହେଁ ଗବ୍ବର ଟି-୨୦ ଫର୍ମାଟର ୯୦୦୦ ରନ୍ କ୍ଲବରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି।
Apr 26,2022, 8:41 AM IST
Manish Pandey
ସଙ୍କଟରେ ଟିମ୍ ଇଣ୍ଡିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍, ଦିନେ ଏକାକି ଜିତାଉଥିଲେ ମ୍ୟାଚ୍
ଟିମ୍ ଇଣ୍ଡିଆରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ମାତ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଯାହାଫଳରେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଉନାହାନ୍ତି ମନୀଷ ପାଣ୍ଡେ। ଭାରତ ପାଇଁ ୩୯ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିସାରିଥିବା ମନୀଷ ୧୨୬.୧୫ ଷ୍ଟ୍ରାଇକ୍ ରେଟରେ ୭୦୯ ରନ୍ କରିଛନ୍ତି।
Mar 15,2022, 18:07 PM IST
BJP
ଯୁଦ୍ଧ ପୂର୍ବରୁ ରଣଭୂମି ଛାଡ଼ିଲା , ନିର୍ବାଚନ ତାତିରେ ନରମ ପଡ଼ିଲା
ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ ଦେଇଛନ୍ତି ବଡ଼ ବୟାନ। ଯାହା ଭାରତୀୟ ଜନତା ପାର୍ଟିକୁ ଅଡ଼ୁଆରେ ପକାଇ ପାରେ।
Mar 15,2022, 14:58 PM IST
Kapil Sibal
କଂଗ୍ରେସ ଛାଡ଼ୁ ଗାନ୍ଧୀ ପରିବାର, ବିସ୍ଫୋରକ ବୟାନ ଦେଲେ ଦଳର ବରିଷ୍ଠ ନେତା
କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ କହିଛନ୍ତି ଯେ, ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ଅଲଗା ହେବା ଦରକାର। ବର୍ତ୍ତମାନ ସମୟରେ ଦଳର ନେତୃତ୍ବରୁ ଗାନ୍ଧୀ ପରିବାର ହଟିବା ଦରକାର।
Mar 15,2022, 13:24 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.