Odisha Conjoined Twin
Odisha Conjoined Twin: ଫିଟ୍ ରହିବାକୁ ଜଗାର ଜଗିଂ, ପ୍ରତିଦିନ ଚାଲୁଛି ଦୁଇ କିଲୋମିଟର
ଡାକ୍ତରଙ୍କ ମରାମର୍ଶ ଅନୁସାରେ ଜଗା ମର୍ନିଂ ୱାକ୍ରେ କରୁଛି ବୋଲି ବାପା ଭୁଆଁ କହଁର କହିଛନ୍ତି। ସେ ପ୍ରତିଦିନ ସକାଳେ ଦୁଇ କିଲୋମିଟର ଚାଲୁଛି। ପ୍ରତିଦିନ ଚାଲିବା ଓ ଫିଟ୍ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ଜଗା ସବୁଦିନ ସୂର୍ଯ୍ୟୋଦୟ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଜଗନ୍ନାଥ ମନ୍ଦିର ଛକ ଦେଇ ସାର୍ଭାଗୁଡ଼ା ପର୍ଯ୍ୟନ୍ତ ମଣ୍ଡିଂ ୱାକ୍ରେ ଯାଇ ଫେରୁଛି।
Sep 2,2022, 13:48 PM IST
Police SI death case
Police SI death case: IICଙ୍କ ପାଇଁ ଜୀବନ ହାରିଲେ SI ସ୍ଵାଗତିକା! CBI ତଦନ୍ତ ଦାବି
ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ପରିବାର ଲୋକ କହିଛନ୍ତି, 'ଝିଅକୁ ଥାନାରେ ପ୍ରବଳ ଚାପ ଦିଆଯାଉଥିଲା। ଥାନା ଅଧିକାରୀ ରେବତୀ ଶବର ଗାଳି ଗୁଲଜ କରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ। ମୁଁ ଆଉ ସହିପାରୁନି ବୋଲି ସ୍ଵାଗତିକା କହୁଥିଲେ। ଘରଲୋକଙ୍କ ସହ ସେ ଯେତେବେଳେ କଥା ହେଉଥିଲେ କାନ୍ଦି ପକାଉଥିଲେ।' ଏହାସହ ଭଉଣୀ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସ୍ୱାଗତିକାଙ୍କ ଭାଇ ମନୋରଞ୍ଜନ ଦାବି କରିଛନ୍ତି।
Aug 28,2022, 9:33 AM IST
Kandhamal Suicide Case
Suicide Case: ମହିଳା ପୋଲିସ ଏସ୍ଆଇ ଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
Kandhamal Suicide Case: ଏହି ଘଟଣା ବାବଦରେ ଖବର ପାଇବା ଘଟଣାସ୍ଥଳରେ ପହଞ୍ଚି ଆଇଆଇସି ରେବତୀ ଶବର,ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ଲାଗି ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
Aug 27,2022, 20:04 PM IST
Kandhamal
ରଜରେ ନିଆରା ଦୋଳି ଉଦ୍ଭାବନ କରି ଚର୍ଚ୍ଚାରେ ଆଦିବାସୀ ଯୁବକ ବଶିଷ୍ଠ ମାଝୀ
ରଜ ପର୍ବ ଉପଲକ୍ଷେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତର ଧରଣୀପଖାଳ ଗ୍ରାମର ଆଦିବାସୀ ଯୁବକ ଅଭିନବ ଉପାୟରେ କାଠକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ଦୋଳି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
Jun 15,2022, 21:05 PM IST
ଚାଲାଣ ବେଳେ ଗଞ୍ଜେଇ ବୋଝେଇ ଟ୍ରକ ଜବତ; ୨ ଗିରଫ
ଦାରିଙ୍ଗିବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ସୂଚନା ଅନୁସାରେ ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।
Jun 14,2022, 23:05 PM IST
ବିଦ୍ୟାଳୟ ପାଚିକା ଏବଂ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସମେତ ୧୨ ଦଫା ଦାବିରେ ଶୋଭାଯାତ୍ରା
ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ।
Jun 13,2022, 21:20 PM IST
anganwadi center
ଅଙ୍ଗନବାଡି କେନ୍ଦ୍ରରେ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ
ସରକାର ଯେତେ ଡିଣ୍ଡିମ ପିଟନ୍ତୁ ନାଁ କାହିଁକି ତୃଣମୂଳ ସ୍ତରରେ ସ୍ଥିତି କଣ ଅଛି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ।
Jun 9,2022, 22:59 PM IST
Watershed Project Implement Agency
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜଳଛାୟା ପ୍ରକଳ୍ପ ସହାୟକ
ବ୍ଲକ ଜଳ ଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ରନାଥ ସ୍ୱାଇଁ ଚାରୋଟି ପୋଖରୀ ଖୋଳା କାମ ବାବଦ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।
May 25,2022, 23:15 PM IST
DISHA Meeting in Kandhamal
ଜିଲ୍ଲାର ବିକାଶରେ ଜନପ୍ରତିନିଧିଙ୍କ ସହଯୋଗ ଲୋଡ଼ିଲେ ସାଂସଦ ଓ ପ୍ରଶାସନ
କନ୍ଧମାଳ ଜିଲ୍ଲାପାଳ ଜିଲ୍ଲାକୁ ଆଗେଇ ନେବାକୁ ଜନ ପ୍ରତିନିଧଙ୍କର ସହଯୋଗ କାମନା କରିଥିଲେ।
May 24,2022, 20:25 PM IST
Naxal
ରକ୍ତ ପିପାସୁ ମାଓବାଦୀଙ୍କ ବର୍ବରକାଣ୍ତ; ଗଡ଼ିଲା ଆଉ ଗୋଟିଏ ମୁଣ୍ଡ
ବୁଧବାର କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ସମ୍ପୃକ୍ତ ଠିକା ସଂସ୍ଥାର ଦୁଇଟି ଜେସିବି ପୋଡିଦେଇବା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇଣ୍ଡ (Landmines) ଖଞ୍ଜି ଥିଲେ। ପ୍ରିୟରଞ୍ଜନ କହଁର ଗୁରୁବାର ଗାଈ ଚରାଇବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିଥିଲେ।
Feb 9,2022, 13:13 PM IST
ଜନତାଙ୍କ ବିରୋଧ ପରେ ମଦ୍ୟପ ଥାନା ବାବୁଙ୍କୁ ରାତାରାତି ବଦଳି
ଲୋକେ ଫୁଲବାଣୀ ଭୁବନେଶ୍ୱର ଜାତୀୟ ରାଜପଥ ୧୫୭କୁ ବନ୍ଦ କରି ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ଥାନା ବାବୁ ମଦ୍ୟପାନ କରି ସାଧରଣ ଲୋକ ଏବଂ କିଛି ବ୍ୟାବସାୟୀଙ୍କୁ ମାଡ଼ ମାରି ଦୋକାନର ଜିନିଷ ପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
Oct 4,2021, 8:03 AM IST
Sugrib Singh
ପୂର୍ବତନ ବିଜେଡି ସାଂସଦ ସୁଗ୍ରୀବ ସିଂହଙ୍କ ପରଲୋକ
ସେ ୨୦୦୪-୦୯ ପର୍ଯ୍ୟନ୍ତ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ।
Apr 26,2021, 15:35 PM IST
Morning walk
ପ୍ରାତଭ୍ରମଣ ପାଇଁ କୋହଳ ହେଲା କୋଭିଡ୧୯ ଗାଇଡଲାଇନ୍ସ
ସଟ୍ ଡାଉନ୍ ସମୟରେ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଏକ ଘଣ୍ଟା ସମୟ ପ୍ରାତଭ୍ରମଣ ପାଇଁ କୋହଳ କରାଯାଇଛି।
Apr 25,2021, 22:45 PM IST
Ganja seized
ଫିରିଙ୍ଗିଆରୁ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ; ୪ ଚମ୍ପଟ, ଜଣେ ଗିରଫ
ଗତ ୨୨ ତାରିଖରେ ଫିରିଙ୍ଗିଆ ପୋଲିସ (Phiringia Police) ଦ୍ୱାରା ଦୁଇଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆ (Ganja Mafia) ଗିରଫ ହୋଇଥିଲେ। ତାହାର ଦିନକ ପରେ ଅର୍ଥତ ଶୁକ୍ରବାର ଗୋଛାପଡା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ତାଙ୍କ ପାଖରୁ ୬୧୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।
Apr 24,2021, 12:10 PM IST
Excise Department Squard
ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ, ୩ ଗିରଫ
ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସ୍କ୍ୱାର୍ଡ।
Apr 23,2021, 17:01 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.