Advertisement

Baba Venga Prediction

alt
୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବେସ ଚର୍ଚ୍ଚା ହେଉଛି । ଯେଉଁଥିରେ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା ଉଦ୍ୟମ ଠାରୁ ଆରମ୍ଭ କରି କର୍କଟ ଏବଂ ଆଲଜାଇମର ରୋଗର ଉପଶମ ସନ୍ଧାନ,ୟୁରୋପରେ ଆତଙ୍କବାଦୀ ଘଟଣାର ବୃଦ୍ଧି ପର୍ଯ୍ୟନ୍ତ ସବୁକିଛି ଦାବି କରିଛନ୍ତି। ଏହି ଅନ୍ଧ ଭବିଷ୍ୟ‌ଦ୍‌ବକ୍ତାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ପ୍ରମାଣିତ ହୋଇଥିବା ଦାବି ହୁଏ । ୨୦୨୨ରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣର ବାବା ଭେଙ୍ଗା ପୂର୍ବାନୁମାନ କରି ପାରିଥିଲେ ବୋଲି ଦାବି କରାଯାଏ । ବାବା ଭେଙ୍ଗା ବାଲକାନର ନାସ୍ତ୍ରଦମ୍ସ ଭାବରେ ପରିଚିତ । ୧୯୧୧ ମସିହାରେ ଜନ୍ମ ହୋଇଥିବା ରହସ୍ୟମୟ ବାବା ଭେଙ୍ଗା କୌଣସି ଏକ ଘୂର୍ଣ୍ଣିବାତ୍ୟାରେ ଫସି ଅନ୍ଧ ହୋଇଯାଇଥିବା କୁହାଯାଏ । ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିବାର ତାଙ୍
Nov 8,2023, 19:52 PM IST

Trending news