baghdadi killed

बगदादी के मारे जाने पर पाकिस्तान ने उठाए सवाल, अमेरिका से ज्यादा ISIS पर जताया भरोसा

27 अक्टूबर को अमेरिकी सेना ने बगदादी को उत्तरपश्चिम सीरिया में छापों के दौरान मार दिया. बगदादी सुरंग में छिपा था. अमेरिकी फौज ने उसे वहीं खत्म कर दिया. 

Oct 28, 2019, 02:00 PM IST

ବାଗଦାଦି ନିହତ, ଟ୍ରମ୍ପଙ୍କ କଥାରେ ପାକିସ୍ତାନର ବିଶ୍ୱାସ ନାହିଁ !

ସିରିଆରେ ଆମେରିକା ସେନା ଦ୍ୱାରା ନିପାତ ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦି । ସଫଳ ହୋଇଛି ଆମେରିକା ସେନାର ଅପରେସନ । ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି । ହେଲେ ଟ୍ରମ୍ପଙ୍କ କଥାରେ ପାକିସ୍ତାନର ବିଶ୍ୱାସ ନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏହା ଉପରେ କୌଣସି ଖବର ଦେଇନଥିବାରୁ ଟ୍ରମ୍ପଙ୍କ ଦାବିକୁ ମଧ୍ୟ  ବିଶ୍ୱାସ କରିପାରୁନି । 

Oct 28, 2019, 12:59 PM IST