bahuda yatra

ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ

ଶରଧାବାଲିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ । ଯଜ୍ଞବେଦୀରୁ ବାହୁଡିବେ ରତ୍ନବେଦୀକୁ ।  ଆଉ ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ବାହୁଡା ନୀତିକାନ୍ତି  । ହେଲେ ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ଆଜି ରଥଯାତ୍ରା ଇତିହାସରେ ସଂନ୍ଧ୍ୟା ଦର୍ଶନ କରିଛି ବିରଳ ରେକର୍ଡ । ଦିନ ୯ଟା ସୁଦ୍ଧା ସକାଳ ଧୂପ ସରିଥିବା ବେଳେ ଦିନ ୨ଟା ୨୫ ସୁଦ୍ଧା ସରିଗଲାଣୀ ସଂନ୍ଧ୍ୟା ଧୂପ ।

Jun 30, 2020, 05:53 PM IST

ରାତି ପାହିଲେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା

ଆସନ୍ତାକାଲି ଶ୍ରକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ବାହୁଡା ଯାତ୍ରା | 

Jun 30, 2020, 05:24 PM IST