bjd mp

ବିଳମ୍ବିତ ରାତିରେ ଫୁଙ୍ଗୁଳା ଦେହ ଦେଖାଇଲେ ଅନୁଭବ, ଏମିତି ରିଆକସନ୍ ଦେଲେ ପ୍ରକୃତି ମିଶ୍ର

ସଂସଦର ମୌସୁମୀ ଅଧିବେଶନ ସରିବା ପରେ ବିଜେଡି ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଟିକିଏ ରିଲାକ୍ସ ହୋଇଛନ୍ତି। ଯାହା ସେ ରବିବାର ସୋସିଆଲ ମିଡିଆ (Social Media) ରେ କରିଥିବା ପୋଷ୍ଟରୁ ସ୍ପଷ୍ଟ ବାରି ହେଉଛି। 

Aug 16, 2021, 04:27 PM IST

ଜାଣନ୍ତୁ ଅନୁଭବ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା...

ଅନୁଭବ ମହାନ୍ତି ୨୪ ଡିସେମ୍ୱର ୧୯୮୧ରେ କଟକ ସ୍ଥିତ ଚୌଧୁରୀ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ବାପା ଅବସରପ୍ରାପ୍ତ ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ତାଙ୍କ ମା'ଙ୍କ ନାଁ ହେଉଛି ମଧୁସ୍ମିତା ମହାନ୍ତି ।

Jun 17, 2021, 02:11 PM IST

ଦେଶବାସୀଙ୍କୁ ସଞ୍ଜିବନୀ ଦେବେ ଶ୍ରେଷ୍ଠ ୨୦ ଧନୀ? ସାଂସଦ ଅମର ପଟ୍ଟନାୟକ କଲେ ଅପିଲ

ଭାରତ ଭଳି ଜନବହୁଳ ଓ ବିକାଶଶୀଳ ଦେଶର ୧୩୦ କୋଟି ଜନତାଙ୍କୁ ଟିକା ଦେବେ ଯେତିକି କଷ୍ଟସାଧ୍ୟ ତାଠାରୁ ଅଧିକ ବ୍ୟୟବହୁଳ। ତେଣୁ ଏହି ଟିକାକରଣରେ ସହଯୋଗର ହାତ ବଢାଇବାକୁ ଦେଶର ଶ୍ରେଷ୍ଠ ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ସାଂସଦ ଅମର ପଟ୍ଟନାୟକ ଅପିଲ କରିଛନ୍ତି।

Apr 25, 2021, 01:59 PM IST

ବର୍ଷାଙ୍କୁ ହାତରେ ନୁହଁ ଭାତରେ ମାରୁଛନ୍ତି ଶାଶୁଘର!

ଚୁଇଙ୍ଗମ୍ ପାଲଟିଲାଣି ବର୍ଷା-ଅନୁଭବ ସମ୍ପର୍କ। ଦିନକୁ ଦିନ ଏହି ମାମଲା ଟାଣି ହେବାରେ ଲାଗିଛି। ବର୍ଷେରୁ ଊର୍ଦ୍ଧ୍ୱ କାଳ ହେଲା ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଛି।

Mar 17, 2021, 11:32 PM IST

ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ: ସାଂସଦ ମାନଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ସଂସଦର ବଜେଟ ଅଧିବେଶନରେ ଉଠିବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ।  ଆଟାକିଂ ମୋଡରେ ଏବେ ବିଜେଡି ସରକାର । 

Jan 26, 2021, 08:00 PM IST

ମହିଳା କମିଶନରେ ଅନୁଭବ-ବର୍ଷା, ଆସିଲେନି ବାପା-ମା'

ମଙ୍ଗଳବାର ମଧ୍ୟାହ୍ଣରେ ମହାଳା କମିଶନ ନିକଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଛନ୍ତି। ଏଠାରେ ସେମାନଙ୍କ କାଉଁସେଲିଂ କରାଯାଇଥିବା ସୂଚନା ମିଳିଛି।

Dec 29, 2020, 07:12 PM IST

ଅଡୁଆରେ ଅନୁଭବ! ମହିଳା କମିଶନରରୁ ଆସିଲା ଡାକରା

ମହିଳା କମିଶନ ଅନୁଭବ ଓ ତାଙ୍କ ବାପା-ମାଁଙ୍କୁ ନୋଟିସ ଜାରି କରିଛନ୍ତି। ସେମାନଙ୍କୁ ଆସନ୍ତା ୨୯ ତାରିଖ ଦିନ ହାଜର ହୋବାକୁ କୁହାଯାଇଛି।

Dec 21, 2020, 08:28 PM IST

ସୀମା ଲଙ୍ଘିଲା ଅନୁଭବ-ବର୍ଷା ବେଡରୁମ୍ କଳି!

ମୋର ବିଜୟ ପାଇଁ ତୁମର ଶୁଭେଚ୍ଛା ଆବଶ୍ୟକ ନାହିଁ। ମୋ ଉପରେ ବାପା ମାଆଙ୍କର ଆଶୀର୍ବାଦ ଅଛି, ଲକ୍ଷେ ବର୍ଷା ଆସିଲେ ମଧ୍ୟ ମୋତେ ହାରାଇପାରିବେ ନାହିଁ।

Dec 17, 2020, 08:51 PM IST

ଅନୁଭବଙ୍କ ସହ ବିବାଦୀୟ ସମ୍ପର୍କକୁ ନେଇ ଏପରି କହିଲେ ଜାଗୃତି

ବର୍ଷା (Varsha Priyadarshini)  ଓ ଅନୁଭବଙ୍କ ମଧ୍ୟରେ ତିକ୍ତତା ସେମାନଙ୍କ ବ୍ୟକ୍ତିଗତ ମାମଲା। କିନ୍ତୁ କିଛି ଲୋକ ତାଙ୍କୁ ପତି-ପତ୍ନୀଙ୍କ ଭିତରେ ଟାଣୁଛନ୍ତି। 

Dec 13, 2020, 08:26 PM IST

ଓକିଲଙ୍କ ଚାମ୍ବରରେ ଅନୁଭବ-ଜାଗୃତି

ପାରିବାରିକ କଳହରେ ପୂର୍ଣ୍ଣଛେଦ ନ ପଡ଼ୁଣୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି। 

Dec 10, 2020, 08:23 PM IST

'ଶେଷରେ ଏଇୟା କଲେ ସାଂସଦ'

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ। ଲୋକସଭା ଟିଭି ଉପସ୍ଥାପିକା/ଆଙ୍କରଙ୍କୁ ପ୍ରଶଂସା କରି ସେ ଟ୍ରୋଲ ହୋଇଛନ୍ତି।

Nov 14, 2020, 10:33 AM IST

ଅନୁଭବଙ୍କ ପାଇଁ ଅକଳରେ ନବୀନ !

ଅଗଷ୍ଟ ମାସ 7 ତାରିଖରେ ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ । ଆସନ୍ତା 7 ତାରିଖରେ ତାହାର ଶୁଣାଣୀ ରହିଛି । ତେବେ ତାହା ବ୍ୟକ୍ତିଗତ ପ୍ରସଂଗ । କିନ୍ତୁ ଏହି ବ୍ୟକ୍ତିଗତ ପ୍ରସଂଗକୁ ନେଇ ଅନେକ କଥା ଆଲୋନା ହେଉଛି ।

Sep 6, 2020, 08:53 AM IST

ଚନ୍ଦ୍ରାଣୀ ମୁର୍ମୁ

ଲୋକସଭା ଗୃହରେ ସବୁଠାରୁ ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. #Watch Live: https://zeenews.india.com/zeeodisha To Subscribe our YouTube channel click Link: https://www.youtube.com/user/ZeeKalinga Zee Odisha Social Media Handles: Facebook : https://www.facebook.com/ZeeOdisha/ Instagram: https://www.instagram.com/zeekalinga_... Twitter: https://twitter.com/ZeeOdisha About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

मई 27, 2019, 09:50 AM IST

'कोहिनूर हीरे को भारत वापस लाकर जगन्नाथ मंदिर को सौंपा जाना चाहिए' , राज्यसभा में BJD के सांसद ने की मांग

राज्यसभा में कोहिनूर हीरे को ब्रिटेन से वापस भारत लाने और महाराजा रणजीत सिंह की इच्छा के मुताबिक उसे ओडिशा के पुरी स्थित जगन्नाथ मंदिर को दिए जाने की मांग की गई।

मई 3, 2016, 01:57 PM IST