ପୁଣି ଇତିହାସ ଦୋହରାଇବ କଂଗ୍ରେସ!
ଦଳର ବରିଷ୍ଠ ନେତା କପିଲ ସିବଲ (Kapil Sibal) ଓ ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସ (Congress) ର ଲଜ୍ଜାଜନକ ପରାଜୟକୁ ନେଇ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯାହାର ପାଲଟା ଜବାବ ଦେବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ସମେତ ଦଳର ବରିଷ୍ଠ ନେତା ଆଗେଇ ଆସିଛନ୍ତି । ଯାହା ଫଳରେ ବର୍ତ୍ତମାନ କଂଗ୍ରେସ ୨ ଗୋଷ୍ଠୀରେ ବିଭାଜିତ ହେଉଥିବା ନଜରକୁ ଆସୁଛି ।
Nov 23, 2020, 01:01 PM IST
କଂଗ୍ରେସର କମାଣ ସମ୍ଭାଳିବାକୁ ପ୍ରସ୍ତୁତ ନୁହଁନ୍ତି ରାହୁଲ, ମନମୋହନ ସିଂ ହୋଇପାରନ୍ତି ଅନ୍ତରୀଣ ଅଧ୍ୟକ୍ଷ
ଏହା ସହିତ କିଛି ନେତା ଆଶା ରଖିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର କମାଣ ନେବାକୁ ପ୍ରସ୍ତୁତ ନଥିବା ସ୍ଥିତିରେ ନେତୃତ୍ୱ ଏବଂ ସଂଗଠନକୁ ନେଇ ଆଗାମୀ ଲକ୍ଷ୍ୟ ସ୍ଥିର କରିବା ପାଇଁ CWC ସଦସ୍ୟଙ୍କ ମଧ୍ୟରେ କୌଣସି ନା କୌଣସି ଏକ ରୋଡମ୍ୟାପ୍ ଉପରେ ସହମତି ହୋଇଯିବ ।
Aug 24, 2020, 09:14 AM IST
କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟିବେ ସୋନିଆ! କ'ଣ ଗାନ୍ଧୀ ପରିବାର ବାହାରୁ ହେବକି ନୂତନ ମଙ୍ଗୁଆଳ ଚୟନ?
ସୋନିଆ ଗାନ୍ଧୀ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡିପାରନ୍ତି ବୋଲି ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।
Aug 23, 2020, 07:47 PM IST
अपने स्थापना दिवस पर देश भर में कांग्रेस का CAA के खिलाफ आज विरोध मार्च
कांग्रेस पार्टी ने शनिवार को अपने 134 वें स्थापना दिवस पर नागरिकता कानून के खिलाफ देशभर में विरोध मार्च निकाला। इस अवसर पर कांग्रेस के अंतरिम अध्यक्ष सोनिया गांधी ने दिल्ली के AICC मुख्यालय में तिरंगा फहराया। #CongressFoundationMarch #Congress #ZeeNews
Dec 28, 2019, 01:25 PM IST
कांग्रेस ने मनाया 134वां स्थापना दिवस, दिल्ली में सोनिया करेंगी CAA के खिलाफ मार्च की शुरूआत
कांग्रेस पार्टी ने शनिवार को अपने 134 वें स्थापना दिवस पर नागरिकता कानून के खिलाफ देशभर में विरोध मार्च निकाला। इस अवसर पर कांग्रेस के अंतरिम अध्यक्ष सोनिया गांधी ने दिल्ली के AICC मुख्यालय में तिरंगा फहराया। #CongressFoundationMarch #Congress #ZeeNews
Dec 28, 2019, 11:50 AM IST
ମନେ ପଡନ୍ତି ଇନ୍ଦିରା
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ । ଭାରତର ଜଣେ ଦକ୍ଷ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରିଛନ୍ତି ସମସ୍ତେ ।
Nov 19, 2019, 08:43 AM IST