corona spread through air

ପବନରେ ବ୍ୟାପୁଛି କୋରୋନା ଭୂତାଣୁ, ପ୍ରଥମ ଥର ପାଇଁ ସ୍ୱୀକାର କଲା ସରକାର

ଏହି ଆକଳନ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, "କୋରୋନାର ପ୍ରଥମ ଲହରୀରେ ୩୦ ବର୍ଷରୁ କମ୍ ବୟସର ୩୧ ପ୍ରତିଶତ ଲୋକ କୋରୋନାରେ ସଂକ୍ରମିତ ହୋଇଥିଲେ, ଦ୍ୱିତୀୟ ଲହରୀରେ ମଧ୍ୟ ଏହି ସଂଖ୍ୟା ୩୨ ପ୍ରତିଶତ ରହିଛି । ୩୦-୪୫ ବର୍ଷ ବୟସର ଲୋକଙ୍କ ପଜିଟିଭ ରେଟ୍ ଗତ ବର୍ଷ ପରି ୨୧ ପ୍ରତିଶତ ରହିଛି । ଏଥି ସହିତ ଯୁବପିଢ଼ିଙ୍କ ପଜିଟିଭ ହାରରେ କୌଣସି ବୃଦ୍ଧି ଘଟିନାହିଁ ।

Apr 20, 2021, 12:19 PM IST

हवा के जरिए फैल रहा Coronavirus, सरकार ने पहली बार स्‍वीकारा

भारत सरकार ने पहली बार माना है कि कोरोना का नया स्ट्रेन हवा के जरिए ज्यादा फैल रहा है. ऐसा ही एक दावा करने वाली रिपोर्ट हाल ही में प्रसिद्ध जर्नल द लांसेट में भी पब्लिश हुई है.

Apr 19, 2021, 04:09 PM IST