covid19 update

covid19 update: ବିଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୩୨୬୯୫ ନୂତନ ମାମଲା

ଥମିବା ପରିବର୍ତ୍ତେ ଭାରତରେ ଦ୍ରୁୁତ ଗତିରେ ବଢିଚାଲିଛି କୋରୋନା ସଂକ୍ରମଣ ।

Jul 16, 2020, 04:47 PM IST

covid19 update: ଆସିଲା ଶସ୍ତା ଏବଂ ପ୍ରଭାବଶାଳୀ କୋରୋନା ଔଷଧ, ଡବ୍ଲ୍ୟୁଏଚଓ ମାନିଲା ସୁରକ୍ଷିତ

ଅନୁସନ୍ଧାନ ତଥ୍ୟରୁ ଜଣାପଡିଛି ଯେ ଡେକ୍ସାମେଥାସନଙ୍କ ବ୍ୟବହାର ଭେଣ୍ଟିଲେଟରରେ ରୋଗୀଙ୍କ ମୃତ୍ୟୁ ହାରକୁ ୩୩.୩୩ % ଏବଂ କମ୍ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ମୃତ୍ୟୁ ହାରକୁ ୨୦% ହ୍ରାସ କରିଛି।  

Jul 13, 2020, 08:00 PM IST

covid19 update: କୋରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଦିଲ୍ଲୀରେ ହେଉଛି ଦୈନିକ ୨୧୧୪୪ ପରୀକ୍ଷା

ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି | 

Jun 27, 2020, 01:44 PM IST

covid19 update: ଦେଶରେ ୧୪୮୯୪ କୋରୋନା ଆକ୍ରାନ୍ତ ମୃତ

ଦେଶରେ ଏବେ ମୋଟ  ୧୪୮୯୪ କୋରୋନା ଆକ୍ରାନ୍ତଙ୍କ ମୃତ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି | 

Jun 25, 2020, 04:24 PM IST

covid19 uapdate: ନୂଆଦିଲ୍ଲୀରେ ମୋଟ ମାମଲା ୬୬ ହଜାର ପାର

ନୂଆଦିଲ୍ଲୀରେ ମୋଟ କୋରୋନା ଜନିତ ମାମଲା ୬୬ ହଜାର ପାର କରିସାରିଛି |

Jun 24, 2020, 02:48 PM IST

covid19 update: ଦେଶର ଦ୍ୱିତୀୟ ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟ ତାଲିକାରେ ଦିଲ୍ଲୀ

ଦେଶର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ରହିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ |

Jun 23, 2020, 05:07 PM IST

covid19 update: ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିସାରିଛି |  

Jun 21, 2020, 02:56 PM IST

covid19 update: କୋରୋନା ମୁକାବିଲା ପାଇଁ ରେଳବାଇ ପକ୍ଷରୁ ୯୬୦ କୋଭିଡ କେୟାର କୋଚ ମୁତୟନ

କୋରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କୁ ସହଯ଼ୋଗ କରିବା ପାଇଁ ଆଗେଇ ଆସିଛି ଭାରତୀୟ ରେଳବାଇ | 

Jun 18, 2020, 06:32 PM IST

covid19 update: ବିଶ୍ୱରେ ପାଖାପାଖି ସାଢେ ୪ଲକ୍ଷ ଆକ୍ରାନ୍ତ ମୃତ

ମହାମାରୀ କରୋନା କାରଣରୁ ବିଶ୍ୱରେ ପାଖାପାଖି ସାଢେ ୪ ଲକ୍ଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାଇଛି ଆମେରିକାସ୍ଥିତି ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ |

Jun 18, 2020, 05:43 PM IST

covid19 update: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩.୩୨ ଲକ୍ଷ ପାର

ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୩.୩୨ ଲକ୍ଷ ପାର କରିଛି |

Jun 15, 2020, 01:12 PM IST

covid19 update: ଦେଶରେ ମୃତ୍ୟୁ ସଂଖ୍ୟା ୯୧୯୫

ଦେଶରେ କୋରନାେ ଜନିତ ମୃତ୍ୟୁ ସଂଖ୍ୟା ୯୧୯୫ ରହିଛି |

Jun 14, 2020, 03:35 PM IST

covid19 update: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ପାର

ବିଶ୍ୱରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷସ ପାର କରିଛି |

Jun 11, 2020, 07:40 PM IST

covid19 update: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସଙ୍ଗୀନ ହେଉଛି ସ୍ଥିତି

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ପରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |  

Jun 11, 2020, 06:50 PM IST

covid19 update: ସଂକ୍ରମଣ ମାମଲାରେ ବୁହାନକୁ ଟପିଲା ମୁମ୍ବାଇ

କୋଭିଡ19 ସଂକ୍ରମଣ ମାମଲାରେ ବୁହାନକୁ ଟପିଯାଇଛି ମୁମ୍ବାଇ |  

Jun 10, 2020, 09:15 PM IST

କୋଭିଡ19 upadte: ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର

କୋରୋନା ମହାମାରୀ ଯୋଗୁଁ  ବ୍ୟାପକ ପରିମାଣରେ  କ୍ଷତିଗ୍ରସ୍ତ ହୋଇଛି  ବିଶ୍ୱରୁ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା |  

Jun 9, 2020, 05:38 PM IST

କୋଭିଡ19 upadte: ଭାରତରେ ମୃତ୍ୟୁସଂଖ୍ୟା ୭୪୬୬କୁ ବୃଦ୍ଧି

ଭାରତରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୪୬୬କୁ ବୃଦ୍ଧିପାଇଛି |

Jun 9, 2020, 04:53 PM IST

covid19 update: ଦେଶରେ ବିଭିନ୍ନ ପ୍ରାନ୍ତରେ କାୟା ବିସ୍ତାର କରୁଛି କୋରୋନା

ଦେଶର ବିଭିନ୍ନ ପ୍ରାନ୍ତରେ କୋରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରେ ଲାଗିଛି | 

Jun 6, 2020, 04:09 PM IST

covid19 update: ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ସର୍ବାଧିକ ପ୍ରଭାବିତ ରାଜ୍ୟ

ଦେଶରେ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ |

Jun 6, 2020, 02:45 PM IST

covid19 update: ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୩୪୮

ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା  ୬୩୪୮ ରହିଛି | 

Jun 5, 2020, 02:36 PM IST

covid19 update: ଆମେରିକା ପରେ ବ୍ରାଜିଲ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଲାଟିନ ଆମେରିକୀୟ ଦେଶ ବ୍ରାଜିଲରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା | 

मई 23, 2020, 04:33 PM IST