X

Cyclone Fani News

alt
ବିହାର କରିବ ଓଡ଼ିଶାକୁ ସମର୍ଥନ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ କରିବାକୁ ଜେଡିୟୁର ସାଧାରଣ ସମ୍ପାଦକ କେସି ତ୍ୟାଗୀ ସୂଚନା ଦେଇଛନ୍ତି ଓ କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜେଡିୟୁ ସମର୍ଥନ କରୁଛି, ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି, ଦୁଇ ରାଜ୍ୟ ପଛୁଆ ଏବଂ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ତେଣୁ, ଉଭୟ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବାକୁ କେସି ତ୍ୟାଗୀ ଦାବି କରିଛନ୍ତି, ସେହିପରି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସେ ଦାବି କରିବା ସହ ବିଜେଡି ପୁଣି ଥରେ ଓଡ଼ିଶାରେ ସରକାର କରିବ ବୋଲି ତ୍ୟାଗୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
May 15,2019, 17:40 PM IST
alt
May 4,2019, 9:15 AM IST
Read More

Trending news