Advertisement

Dama Rout Update

alt
ପୁରୀରେ ହେବ ଅନ୍ତିମ ସଂସ୍କାର। ଡଃ ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ପାରାଦୀପ ରେ ପହଞ୍ଚିବା ପରେ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପାରାଦୀପ ବାସୀ। ତାଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରୁଛନ୍ତି ବିଜେଡି କର୍ମୀ ଓ ପାରାଦୀପ ବାସୀ। ଡଃ ରାଉତଙ୍କ ପାର୍ଥିବ ଶରୀର ଭୂବନେଶ୍ୱର ରୁ ଜଗତସିଂହପୁର ଆସିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମେ ତାଙ୍କ ପାର୍ଥିବ ଶରୀର ତିର୍ତୋଲ୍ ରେ ପହଞ୍ଚିବା ପରେ କିଛି ସମୟ ଧରି ତାଙ୍କ ବାସଭବନକୁ ନିଆ ଯାଇଥିଲା। ସେଠାରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଓ ତିର୍ତୋଲ୍ ବିଧାୟକ ବିଜୟ ଶଙ୍କର ଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।ପରେ ଦିନ ଦୁଇଟା ସମୟରେ ତାଙ୍କ ପାର୍ଥିବ ଶରୀର କୁ ରାହାମା ଓ କୁଜଙ୍ଗ ବ୍ଲ
Mar 22,2024, 19:39 PM IST

Trending news