राज्य चुनें
Vice Presidential Election: ଉପରାଷ୍ଟ୍ରପତି ପଦ ପାଇଁ ମତଦାନ ୬ ଅଗଷ୍ଟରେ ଅନୁଷ୍ଠିତ ହେବ । ବିଜେପି ଜଗଦୀପ ଧନଖରଙ୍କୁ (Jagdeep Dhankhar) ନିଜର ପ୍ରାର୍ଥୀ କରିଛି । ଏଥି ସହିତ ବିରୋଧୀ ମାର୍ଗେଟ୍ ଆଲଭାଙ୍କୁ ପ୍ରାର୍ଥୀ (Margaret Alva) ଘୋଷଣା କରିଛନ୍ତି ।