ଟ୍ରେନ୍ ନମ୍ବର ୧୮୪୬୩ ଭୁବନେଶ୍ୱର–କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଏବଂ ୧୮୪୬୪ କେଏସଆର ବେଙ୍ଗାଲୁରୁ–ଭୁବନେଶ୍ୱର ଟ୍ରେନରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ଯୋଡ଼ାଯିବ।
ରେଳ ଯାତ୍ରାକୁ ଅଧିକ ନିରାପଦ ଏବଂ ଭରସାଯୋଗ୍ୟ କରିବା ପାଇଁ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ (ECoR)। ସୋମବାର ଦିନ ରେଳ ସୁରକ୍ଷା ବଳ (RPF)ର ମହାନିର୍ଦ୍ଦେଶକ (DG) ସୋନାଲୀ ମିଶ୍ର ଭୁବନେଶ୍ୱର ସ୍ଥିତ ‘ରେଳ ସଦନ’ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
East Coast Railway: ଆଗକୁ ରଙ୍ଗର ପର୍ବ ହୋଲି। ଏହି ସମୟରେ ଘରକୁ ଫେରୁଥିବା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ECoR) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
East Coast Railway: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି ଏବଂ ଦୋଳ ଯାତ୍ରା। ଏହି ସମୟରେ ଘରକୁ ଫେରୁଥିବା ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ (ECoR) ପକ୍ଷରୁ ଏକାଧିକ 'ହୋଲି ସ୍ପେଶାଲ' ଟ୍ରେନ ଚଳାଚଳ ପାଇଁ ଘୋଷଣା କରାଯାଇଛି।
Holi Special Trains: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଏହି ସମୟରେ ଘରକୁ ଫେରୁଥିବା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ECoR) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
ସୁରକ୍ଷା କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୁ କିଛି ଟ୍ରେନର ଯାତାୟାତରେ ପରିବର୍ତ୍ତନ କରାଯାଇଛି। ଖୋର୍ଦ୍ଧା ରେଳ ମଣ୍ଡଳ ଅଧୀନରେ ଆସୁଥିବା ଯଖପୂରା ଷ୍ଟେସନରେ ଓହ୍ଲାଇବାକୁ ବା ପାସାଞ୍ଜର ଟ୍ରେନ ଧରିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ଏଥିରେ ପ୍ରଭାବିତ ହେବେ। ଏଥିଲାଗି ରେଳବାଇ ପକ୍ଷରୁ ଆବଶ୍ୟକ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ,
ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଜଖପୁରା ୟାର୍ଡ ନିକଟରେ ଆଜି ସକାଳେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଯାଇଛି।
East Coast Railway: ଯାତ୍ରୀମାନଙ୍କ ପ୍ରବଳ ଭିଡ଼କୁ ନଜରରେ ରଖି ପୂର୍ବତଟ ରେଳପଥ (ECoR) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ଯାତ୍ରା ସମୟରେ ଅଧିକ ସୁବିଧା ଓ କନଫର୍ମ ସିଟ୍ ଯୋଗାଇ ଦେବା ପାଇଁ ଅନେକ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି।
ECoR New Time Table: ନୂଆବର୍ଷରେ ବଦଳିଲା ଟ୍ରେନ୍ ସମୟ ସାରଣୀ। ୨୦୨୬ ଜାନୁଆରୀ ୧ରୁ ନୂତନ ସମୟ ସାରଣୀ ଜାରି କରିଛି ପୂର୍ବତଟ ରେଳପଥ। ଏ-ହାର କ୍ଷେତ୍ରାଧିକାର ମଧ୍ୟର ସଂଯୋଗୀକରଣ,ସମୟାନୁବର୍ତ୍ତୀ, ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ ଲକ୍ଷରେ ଏହି ପଦକ୍ଷେପ ନିଆଯାଇଛି।
ରେଳଯାତ୍ରାକୁ ଅଧିକ ସହଜ ଓ ସୁଲଭ କରିବା ପାଇଁ ଅଧିକ ରେଳଗାଡ଼ି ଚଳାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆସନ୍ତା ୫ ବର୍ଷରେ ଦେଶର ୪୮ଟି ସହରରୁ ଦେଳ ଚଳାଚଳ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ରେଳ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶାର ଦୁଇଟି ସରହକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ରାଜଧାନୀ ସହର ଭୁବନେଶ୍ୱର
ପୂର୍ବତଟ ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ରେ କିଛି ଏକ୍ସପ୍ରେସ ଓ ମେଲ୍ ଟ୍ରେନ ଯାତାୟାତରେ ସଂଶୋଧନ କରାଯାଇଛି। ରାଜା ଆଠଗଡ଼ ଏବଂ ଯୋରନ୍ଦା ରୋଡ୍ ମଧ୍ୟରେ ନନ୍ ଇଣ୍ଟରଲିଙ୍କିଙ୍ଗ କାର୍ଯ୍ୟ ପାଇଁ ଆବଶ୍ୟକ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ଟ୍ରେନ ରୁଟ୍ ସମ୍ବନ୍ଧରେ ପୂର୍ବ
ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅସ୍ଥାୟୀ ଭାବରେ କୋଚ୍ ସଂଖ୍ୟାରେ ବୃଦ୍ଧି କରିଛି । ଟ୍ରେନ୍ ନମ୍ବର ୦୨୮୬୩ ସାନ୍ତରାଗାଛି-ଯଶବନ୍ତପୁର ସ୍ପେଶାଲ୍ ଟ୍ରେନ ରେ ୨୭ ନଭେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ
ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ହିନ୍ଦୋଳ ରୋଡ୍ ଏବଂ ମେରାମଣ୍ଡଳୀ ମଧ୍ୟରେ ନବନିର୍ମିତ ତୃତୀୟ ଏବଂ ଚତୁର୍ଥ ଲାଇନର ଏକ ବିସ୍ତୃତ ବୈଧାନିକ ଯାଞ୍ଚ କରାଯାଇଛି। ଏହି ଲାଇନ ଦେଇ ୧୧୦ କିଲୋମିଟର ପ୍ରତି ଘଣ୍
ପୂର୍ବତଟ ରେଳପଥ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସର୍ବୋଚ୍ଚ ଲୋଡିଂ ଏବଂ ଅନଲୋଡିଂ ପ୍ରଦର୍ଶନ ହାସଲ କରିଛି। ଏହା ମାଲ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ବୋଲି ପ୍ରକାଶ କରିଛି ପୂର୍ବତଟ ରେଳପଥ। ବିଗତ ଯେକୌଣସି ବର୍ଷରେ ପୂର୍ବତଟ ରେଳପଥର ମାଲ ପରିବହନ କ୍ଷେତ୍ରରେ ଏହା ସର୍ବାଧିକ ରେକର୍ଡ ବୋଲି କୁହାଯାଇଛି। ଅକ୍ଟୋବର ୨୦୨୫ରେ, ପୂର
ରେଳ ଲାଇନ୍ର ସୁରକ୍ଷା ଲାଗି ପୂର୍ବତଟ ରେଳପଥ ଧାରଣାର ଦୁଇ ପାର୍ଶ୍ୱରେ ବାଡ଼ ଦେବା ଆରମ୍ଭ କରିଛି। ଏଥିଲାଗି ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି ରେଳବାଇ। ମିଳିଥିବା ସୂଚନା ଅନୁସାରେ ୩୧୩୩ କିଲୋମିଟର ରେଳପଥକୁ ଏହାଦ୍ୱାରା ସୁରକ୍ଷିତ କରାଯିବ। ଏଥିଲାଗି ବିଭିନ୍ନ ରେଳ ବିଭାଗରେ ବ୍ୟାପକ ସୁରକ୍ଷା ବାଡ଼ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା
ରେଳବାଇ ମାଧ୍ୟମରେ ଓଡ଼ିଶାରୁ ମାଲ ପରିବହନକୁ ଅଧିକ ସୁଗମ ତଥା ସହଜ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ଷମ ହୋଇଛି ଏକ ନୂଆ ଗତିଶକ୍ତି କାର୍ଗୋ ଟର୍ମିନାଲ୍। ପୂର୍ବତଟ ରେଳବାଇ ପକ୍ଷରୁ ଯଖପୁରା ରେଳ ଷ୍ଟେସନଠାରେ ଏହାକୁ ଉଦ୍ଘାଟନ କରାଯାଇଛି। ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏହି ଟର୍ମିନାଲ୍, ସମନ୍ୱିତ ଏବଂ ନିର୍ବିଘ୍ନ ବହୁମୁଖୀ ସଂଯୋଗୀକରଣ ପା
ଦେଶର ୭୬ଟି ବଛାବଛା ରେଳଷ୍ଟେସନ ଭିତରେ ସାମିଲ ହେବ ଭୁବନେଶ୍ୱର ଏବଂ ପୁରୀ ରେଳ ଷ୍ଟେସନ୍ । ଉତ୍ସବ ସମୟରେ ଏଠାରେ ବଢ଼ୁଥିବା ଯାତ୍ରୀଙ୍କ ସମାଗମକୁ ଆଖିରେ ରଖି ଏହିସବୁ ଷ୍ଟେସନରେ ନିର୍ମାଣ ହେବ ଅତ୍ୟାଧୁନିକ ଗ୍ରାହକ କେନ୍ଦ୍ର। ଏଠାରେ ଗ୍ରାହକ ଅନୁସନ୍ଧାନଠାରୁ ଟିକଟ ବୁକିଂ ଯାଏ ସବୁକିଛି କରିପାରିବେ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ
ବାତ୍ୟା ମୋନ୍ଥାର ଭୟାବହତା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୬୧ଟି ଟ୍ରେନ ବାତିଲ କରାଯାଇଛି। ୪ ଦିନ ପାଇଁ ଏହି ଟ୍ରେନଗୁଡ଼ିକୁ ବାତିଲ କରାଯାଇଥିବା ସୂଚନା ଦେଇଛି ରେଳ ବିଭାଗ। ଏହି ସୂଚନା ଅନୁସାରେ ୨୭ ତାରିଖରୁ ଆରମ୍ଭ ହୋଇଛି ଟ୍ରେନ ବାତିଲ କାର୍ଯ୍ୟକ୍ରମ। ୨୭ ତାରିଖରେ ୪ଟି ଟ୍ରେନ ବାତିଲ ହୋଇଥିବା ବେଳେ ଆଜି ୨୮
ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦେଖି ରାୟଗଡ଼ାଠାରୁ ଜଗଦଲପୁର ଟ୍ରେନ ବାତିଲ କରାଯାଇଛି। ଏହିକ୍ରମରେ ରାୟଗଡ଼ା ଦେଇ ଯିବାକୁ ଥିବା ତିନୋଟି ଏକ୍ସପ୍ରେସ୍ ଟ୍ରେନ ରାୟଗଡ଼ାଠୁ ନିଜ ପ୍ରରମ୍ଭ ସ୍ଥଳକୁ ଫେରିଯିବେ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାତ୍ୟା ବୁଲେଟିନ୍ରେ କୁହାଯାଇଛି, ଆଜି ହଓ୍ୱଡ଼ାରୁ ବାହାରିଥିବା ୧
ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିଛି ପୂର୍ବତଟ ରେଳପଥ। ଯେହେତୁ ମୋନ୍ଥାର ଅବପାତ ବିଳମ୍ବ ହେଉଛି ଏହାକୁ ଆଖିରେ ରଖି ଓଡ଼ିଶା ଦେଇ ଯାଉଥିବା ଟ୍ରେନ ସେବାକୁ ଯଥାସମ୍ଭବ ପ୍ରୟାସ କରୁଛି ରେଳପଥ। ବିଶାଖାପାଟଣାମରୁ ଆସୁଥିବା ଏହିପରି ୪୩ ୪୩ ଟ୍ରେନକୁ ବାତିଲ ହୋଇଥିବା ନେଇ ପୂର୍ବରୁ ଯେଉଁ ସୂଚନା ଜାରି କରାଯାଇଥିଲା ସେଥିରୁ ୧୪ଟିକୁ
ପୂର୍ବତଟ ରେଳପଥ ଏହାର ପରିସୀମାରେ ଯାତ୍ରା କରୁଥିବା ସମସ୍ତ ରେଳ ଯାତ୍ରୀଙ୍କୁ - ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ବିଶାଖାପାଟଣା ଏବଂ ସମ୍ବଲପୁର ଭଳି ପ୍ରମୁଖ ଷ୍ଟେସନ ସମେତ - ରେଳ ଷ୍ଟେସନରେ ଲାଗୁ ହୋଇଥିବା ଭିଡ଼ ପରିଚାଳନା ଏବଂ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଏକ ହୃଦୟସ୍ପର୍ଶୀ ନିବେଦନ ଜାରି କରିଛି। ଏହି ଆବେଦନର ଲକ୍ଷ୍ୟ
ଭୁବନେଶ୍ୱର: ରଥ ଯାତ୍ରା ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଇବା ପାଇଁ ବିଶେଷ ଭାବରେ ରେଳ ଦ୍ୱାରା ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ଅଧିକ ଯାତ୍ରା ଅଭିଜ୍ଞତା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି। ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମ