fraud teacher

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ନକଲି ଶିକ୍ଷକ, ଧରାପଡ଼ିଲେ ୨ ଶିକ୍ଷକ

ଶିକ୍ଷାଗତ ଯୋଗ୍ୟତା ନ ଥାଇ ବି ବର୍ଷ ବର୍ଷ ଧରି ବିଭିନ୍ନ ସ୍କୁଲରେ ଶିକ୍ଷକତା କରି ଆସୁଛନ୍ତି ଅନେକ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଛି ଖେଳ । ଯାହାର ପ୍ରମାଣ ଲାଗିଛି ଜୀ ଓଡ଼ିଶା ହାତରେ । ସୂଚନା ଅଧିକାର ଆଇନରେ ମଗା ଯାଇଥିବା ତଥ୍ୟକୁ ଆଧାର କରି ଗତ କିଛି ଦିନ ଧରି  ଜିଲ୍ଲା ଶିକ୍ଷା ଅଧିକାରିଙ୍କ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ  ଗଞ୍ଜାମ ଜିଲ୍ଲାରେ ଏବେ ଖୋଲୁଛି ନକଲି ଶିକ୍ଷକଙ୍କ କଳା କାହାଣୀର ପେଡ଼ି।

Nov 20, 2019, 04:48 PM IST