gas subsidies

ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍

ଇଣ୍ଡେନର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର (LPG Gas Cylinder) ର ନୂତନ ମୂଲ୍ୟ ୧୬୪୧ ଟଙ୍କା ବଦଳରେ ୧୫୯୫.୫୦ ଟଙ୍କା ରହିଛି । 

मई 3, 2021, 04:01 PM IST

LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ମେ ୧ର ରେଟ୍

ଏଠାରେ କହି ରଖୁଛୁ ଯେ, ଗତ ମାସରେ ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଏଥି ସହିତ ଫେବୃଆରୀ ଓ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।

मई 1, 2021, 01:23 PM IST

ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେହିପରି ଆଜିଠାରୁ ଘରୋଇ ସିଲିଣ୍ଡର (LPG gas Cylinder) ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ଫେବୃଆରୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ।

Mar 1, 2021, 08:37 AM IST

ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Gas Cylinder Price Today: ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର (LPG) ର ମୂଲ୍ୟ । IOC ଫେବୃଆରୀରେ ତୃତୀୟ ଥର ପାଇଁ ୧୪.୨ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି । ଏହାପୂର୍ବରୁ ଫେବୃଆରୀ ୪ ଓ ଫେବୃଆରୀ ୧୪ରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।   ଫେବୃଆରୀ ୪ରେ ଆଇଓସି ଏଲପିଜି ସିଲିଣ୍ଡର ମୂଲ୍ୟକୁ ୫୦ ଟଙ୍କା ବୃଦ୍ଧି କରିଥିଲା

Feb 25, 2021, 09:01 AM IST

ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେପଟେ ଜାନୁଆରୀରେ ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିଥିଲା । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ।

Feb 2, 2021, 03:43 PM IST

ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ

ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିନାହିଁ । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି ।

Jan 2, 2021, 08:16 AM IST

ଆସିଯାଇଛି ଜାନୁଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଆଇଓସି ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ୬୯୪ ଟଙ୍କା ରହିଛି । କୋଲକାତାରେ ଏହାର ମୂଲ୍ୟ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୭୧୦ ଟଙ୍କା ରହିଛି । ଏହାପୂର୍ବରୁ ଡିସେମ୍ବର ମାସରେ ଆଇଓସି ଦୁଇଥର ଏଲପିଜି ମୂଲ୍ୟ ବୃଦ୍ଧି କରିଥିଲା, ଫଳରେ ଦର ୧୦୦ ଟଙ୍କା ବଢ଼ିଯାଇଥିଲା । 

Jan 1, 2021, 01:20 PM IST

ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ତୈଳ କମ୍ପାନୀଗୁଡିକ ଚଳିତ ମାସରେ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି, କିନ୍ତୁ ସବସିଡି ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଅନେକ ଗ୍ରାହକ ଏହି ମାସରେ ବର୍ଦ୍ଧିତ ମୂଲ୍ୟରେ ସିଲିଣ୍ଡର ବୁକ୍ କରିଥିଲେ କିନ୍ତୁ ସବସିଡି ସେମାନଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ନଭେମ୍

Dec 15, 2020, 02:08 PM IST

Pradhan Mantri Ujjwala Yojana: ମାଗଣା ଗ୍ୟାସ ସିଲିଣ୍ଡର ପାଇବାର ଶେଷ ସୁଯୋଗ, ଜାଣନ୍ତୁ କେମିତି ଉଠାଇବେ ଲାଭ

ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଉଛି । ଏହି ଯୋଜନା ଦେଶରେ ସ୍ୱଚ୍ଛ ଉର୍ଜାକୁ ପ୍ରୋତ୍ସାହିତ କରୁଛି ।

Sep 2, 2020, 09:21 PM IST

ଆସିଯାଇଛି ସେପ୍ଟେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜୁଲାଇ ମାସରେ ୧୪ କିଲୋଗ୍ରାମ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ ୧୪.୨  କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଜୁନ୍ ମାସରେ ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା । 

Sep 1, 2020, 08:40 AM IST