Advertisement

Knee surgery

alt
ଏକ ସାଧାରଣ ଧାରଣା ରହିଛି ଯେ ଭାରତ୍ତୋଳନ ଏବଂ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁ ଉପରେ ଅତିରିକ୍ତ ଚାପ ପକାଇଥାଏ ଏବଂଲମ୍ବା ଅବଧିରେ ଏହା ଆଣ୍ଠୁପାଇଁ କ୍ଷତି କାରକ । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହାର ବିପରୀତ ପ୍ରମାଣ ମିଳିଛି । ଜଣା ପଡ଼ିଛି ଯେ, ନିୟମିତ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁକୁ ସୁରକ୍ଷା ଦେଇଥାଏ ଏବଂ ଅଷ୍ଟିଓଆର୍ଥ୍ରାଇଟିସକୁ ରୋକିଥାଏ । ଭାରତ୍ତୋଳନ ଓ ଶକ୍ତି ପ୍ରଶିକ୍ଷଣର ଆଣ୍ଠୁ ଉପରେ ପ୍ରଭାବ ଉପରେ ହୋଇଥିବା ଗବେଷଣାରେ ମୋଟ ୨୬୦୭ ଜଣ ମେଦବହୁଳତାର ଶିକାର ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଯେଉଁମାନଙ୍କ ମଧ୍ଯରୁ ୪୪ପ୍ରତିଶତ ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ୧୭୮୯ ଜଣ ଶକ୍ତି ପ୍ରଶିକ୍ଷଣ ବ୍ୟାୟାମ କରୁନଥିଲେ ଏବଂ ୮୧୮ ଜଣ ନିୟମିତ ଶକ୍ତି ପ୍ରଶିକ୍ଷଣ କରୁଥିଲେ ।
Nov 7,2023, 19:13 PM IST
alt
Sep 11,2022, 11:07 AM IST

Trending news