ljp mlc

ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ

ଏଲଜେପିର (LJP) ର ଏକମାତ୍ର ଏମଏଲସି ସୋମବାର ଅପରାହ୍ନରେ ପାଟନାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯେଉଁଠାରେ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜାୟସୱାଲ ଏବଂ ବିହାର ସରକାରର ପରିବେଶ ମନ୍ତ୍ରୀ ନୀରଜ ସିଂ ବବଲୁ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଥିଲେ ।

Feb 25, 2021, 12:28 PM IST

ଏଲଜେପିକୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଦଳର ଏକମାତ୍ର MLC

ଏଲଜେପିର (LJP) ର ଏକମାତ୍ର ଏମଏଲସି ସୋମବାର ଅପରାହ୍ନରେ ପାଟନାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯେଉଁଠାରେ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜାୟସୱାଲ ଏବଂ ବିହାର ସରକାରର ପରିବେଶ ମନ୍ତ୍ରୀ ନୀରଜ ସିଂ ବବଲୁ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଥିଲେ ।

Feb 23, 2021, 12:54 PM IST