mo sarkar

ମୁଖ୍ୟମନ୍ତ୍ରୀଙ୍କ 5-T ଅସ୍ତ୍ରର ପ୍ରୟୋଗ

'ମୋ ସରକାର' ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ଏହାର ସୁପରିଚାଳନା ପାଇଁ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି 5-T ମୁଖ୍ୟ ଭି.କେ ପାଣ୍ଡିଆନ । ଭି.କେ ପାଣ୍ଡିଆନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ NHRM ପ୍ରଧାନ ସଚିବ ଶାଳିନୀ ପଣ୍ଡିତ୍, ଅର୍ଥ ବିଭାଗର ପ୍ରଧାନ ସଚିବ ଏ.କେ ମିନା ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମାଲକାନଗିରି ମୁଖ୍ୟ ଚିକିସାଳୟରେ ଉନ୍ନତ ମାନର ଯନ୍ତ୍ରପାତି, ଅଭିଜ୍ଞ୍ୟ ଡାକ୍ତର ଏବଂ ମେଡିକାଲ କାର୍ଯ୍ୟ ନିମନ୍ତେ ଦରକାର ଥିବା ପଦବୀ ଗୁଡିକୁ ପୂରଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନଗିରି ଗସ୍ତ ପରେ 5-T ସଚିବ କୋରାପୁଟ୍ ଗସ୍ତ କରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 06:50 PM IST

ବିଧାୟକଙ୍କକୁ ତହସିଲଦାରଙ୍କ ଦୁର୍ବ୍ୟବହାର

ବାଲେଶ୍ୱର ନୀଳଗିରି କଚେରୀ ପରିସରରେ ଉଚ୍ଛେଦ ଘଟଣା ଏବେ ଉଗ୍ର ରୂପ ଧାରଣ କରିଛି । କଚେରୀ ପରିସରରେ ଥିବା ମୋହରି ଚାଳିଆ ଉଚ୍ଛେଦ ଚାଲିଥିବାବେଳେ ବିଧାୟକଙ୍କ ସହ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଉଚ୍ଛେଦକୁ ବିରୋଧ କରିବାବେଳେ ତହସିଲଦାରଙ୍କ ସହ ବଚସା ହୋଇଥିଲା । ଏନେଇ ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଲଙ୍କ ଅଫିସ ଆଗରେ ଧାରଣା ଦେବା ସହ ଅନଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:40 AM IST

ନବୀନଙ୍କ ମୋ ସରକାର ପୋର୍ଟାଲ

ମୋ ସରକାର, ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ମତାମତକୁ ନେଇ କର୍ମଚାରୀଙ୍କ ବ୍ୟବହାର ଓ ବୃତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ଯୋଜନାର ଉଦ୍ଦେଶ୍ୟ । ସରକାରୀ ଅନୁଷ୍ଠାନକୁ ଯାଉଥିବା ଯେ କୌଣସି ଲୋକ ସଂସ୍ଥାର କାର୍ଯ୍ୟଧାରା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ମତାମତ ଦେଇପାରିବେ । ଏହି ବ୍ୟବସ୍ଥାରେ ପ୍ରଥମେ ନିଜ ଫୋନ୍ ନମ୍ବର ରେଜିଷ୍ଟ୍ରେସନ କରାଯିବ ଏବଂ ୨୪ଘଂଟା ମଧ୍ୟରେ ଏକ ଏସ୍ଏମ୍ଏସ୍ ଯିବ । ଯଦି ଏସ୍ଏମ୍ଏସ୍ ନ ଯାଏ, ତାହାଲେ ଟୋଲ ଫ୍ରୀ ନମ୍ବର ୧୪୫୪୫କୁ ମିସ୍ କଲ୍ ଦେଲେ ଫୋନ୍ ନମ୍ବର ରେଜିଷ୍ଟ୍ରେସନ ହୋଇପାରିବ। ମୋ ସରକାର ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ବିକ୍ଷିପ୍ତ ଭାବେ ନମ୍ବର ଚୟନ କରାଯାଇ ସରକାରଙ୍କ ପକ୍ଷରୁ କଲ୍ କରାଯିବ । ଡ଼ିଜି, ଡ଼ିଆଇଜି, ସଚିବ, ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ସହ ସିଧା କଥା ହେବେ ଲୋକେ...ଏବଂ ପ୍ରତିକୂଳ ମନ୍ତବ୍ୟ ଦେଲେ ନାଁ ଗୋପନୀୟ ରଖାଯିବ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:30 AM IST

ସରକାରର ମିଶନ 5T

ପୁଣି ଥରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ମିଶନ ଜିରୋ ଟଲେରେନ୍ସ ମାଧ୍ୟମରେ ନବୀନ ସରକାର ପୁଣି ଥରେ ଲାଂଚୁଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥର ଦରମା ବନ୍ଦ ନୁହେଁ, କି ନିଲମ୍ବନ ବି ନୁହେଁ, ସିଧାସଳଖ ଚାକିରୀରୁ ବାଧ୍ୟତାମୂଳକ ଅବସର । ଦୁର୍ନୀତିରେ ଲିପ୍ତ ଥାଇ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ ଏହି ଚାରିବାବୁ ଽ ଦିଲ୍ଲୀପ କୁମାର ନାଗ, ଅବକାରୀ ଉପ କମିଶନର । ଅବକାରୀ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ । ବାବୁଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ଦେଢ କୋଟିର ସମ୍ପତି ଜବତ । ଅଶୋକ କୁମାର ମାଝୀ, ସହକାରୀ ଯୋଗାଣ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ୨୦୦୮ରେ ଏବଂ ରାଇସ୍ ମିଲ୍ ଅହେତୁକ ଅନୁକମ୍ଫା ଅଭିଯୋଗରେ ୨୦୧୪ରେ ପୁଣି ଥରେ ମାମଲା । ଶରତ ଚନ୍ଦ୍ର ପଣ୍ଡା, ଉପ ବନ ସଂରକ୍ଷକ । ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ସାଢେ ଚାରି କୋଟିର ସମ୍ପତି ଜବତ । ନିଜ ନାଁରେ ଓ ପରିବାର ଲୋକଙ୍କ ନାଁରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା । ମୋଟ ୫କୋଟି ୨୩ଲକ୍ଷ ୬୦ହଜାର ବେଆଇନ ସମ୍ପତି ଠାବ..ବସନ୍ତ କୁମାର ବେହେରା, ଆଂଚଳିକ ବରିବହନ ଅଧିକାରୀ, ଢେଙ୍କାନାଳ । ବାବୁଙ୍କ ନାମରେ ୨୦୧୮ରେ ଦୁଇ ଦୁଇଟି ଭିଜିଲାନ୍ସ ମାମଲା ରୁଜୁ । ୨୦୧୮ରେ ପ୍ରଥମ ମାମଲା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 09:00 AM IST

ପଦଯାତ୍ରା ପଲିଟିକ୍ସ

ସବୁ ରାଜନୈତିକ ଦଳ ପାଇଁ ଗାନ୍ଧି ହିଁ ଭରସା । ପ୍ରତିବର୍ଷ ପରି ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ସେହିପରି ବିଜେପି ପଦଯାତ୍ରା ଆରମ୍ଭ କରିଥିବା ବେଳେ କଂଗ୍ରେସ କରିଛି ଅହିଂସା ପଦଯାତ୍ରା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 3, 2019, 01:00 PM IST

ମୁକମଳିଲେ ୭ କଏଦୀ

ଗାନ୍ଧୀ ଜୟନ୍ତୀ ଅବସରରେ ଜେଲରୁ ମୁକମଳିଲେ ୭ କଏଦୀ । କଏଦୀ ଭରତ ପ୍ରଧାନଙ୍କୁ ଭଗବତ ଗୀତା ପୁସ୍ତକ ଦିଆଯାଇଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 3, 2019, 12:50 PM IST

ସନ୍ଧ୍ୟା ୮ଟାର ବଡ଼ ବିତର୍କ

ରାଜ୍ୟରେ ଆରମ୍ଭ ହେଲା ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କ 150ତମ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଦେଲେ ସ୍ବଚ୍ଛତାର ବାର୍ତ୍ତା ରାଜ୍ୟରେ ବ୍ୟବହାର ହେବ ନାହିଁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ପରିବେଶକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ବ ପ୍ରଧାନମନ୍ତ୍ରୀଙ୍କ ‘ସ୍ବଚ୍ଛ ଭାରତ ଅଭିଯାନ’ ବନାମ ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ଅକ୍ଚୋବର 2, 2014ରେ ପ୍ରଧାନମନ୍ତ୍ରୀ ମୋଦି ‘ସ୍ବଚ୍ଛ ଭାରତ ଅଭିଯାନ’ର ଶୁଭାରମ୍ଭ କରିଥିଲେ 5 ବର୍ଷ ପରେ ଅଭିଯାନର ଲକ୍ଷ୍ୟ ସଫଳ ହୋଇଛି କି ? ସ୍ବଚ୍ଛତାର ବାର୍ତ୍ତା ସବୁ ନାଗରିକଙ୍କ ପାଖରେ ପହଞ୍ଚି ପାରିଛି କି ? ବାସ୍ତବରେ ଭାରତର ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଉଛି କି ? ନା ସ୍ବଚ୍ଛତା ନାଁରେ ବିଜେଡି ଓ ବିଜେପି ରାଜନୀତି କରୁଛନ୍ତି ? ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 2, 2019, 09:30 PM IST

'ମୋ ସରକାର' ଯୋଜନା ସନ୍ତୋଷଜନକ, ନବୀନ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ଆରମ୍ଭ ହୋଇଛି 'ମୋ ସରକାର' ଯୋଜନା । ସହିଦ ନଗର ଥାନାରେ 'ମୋ ସରକାର' କାର୍ଯ୍ୟକ୍ରମର ଶୁଭାରମ୍ଭ। ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 2, 2019, 08:50 PM IST

ସହିଦ ନଗର ଥାନାରେ ମୋ ସରକାରର ଶୁଭାରମ୍ଭ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ଆରମ୍ଭ ହୋଇଛି 'ମୋ ସରକାର' ଯୋଜନା । ସହିଦ ନଗର ଥାନାରେ 'ମୋ ସରକାର' କାର୍ଯ୍ୟକ୍ରମର ଶୁଭାରମ୍ଭ। ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 2, 2019, 08:40 PM IST

ଜନତାଙ୍କ ସହ ଫୋନରେ କଥା ହେବେ ନବୀନ

ଗାନ୍ଧୀ ଜୟନ୍ତୀରୁ ଶୁଭରମ୍ଭ ହେବ ମୋ ସରକାର । ଥାନା ଓ ଡାକ୍ତରଖାନାରୁ ଫୋନ୍ କରିବେ ନବୀନ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 2, 2019, 01:00 PM IST

ଭଲ କାମ କର ପୁରସ୍କାର ମିଳିବ, ଅବହେଳା କଲେ ଭୋଗିବ...

ଗାନ୍ଧି ଜୟନ୍ତୀ ଠାରୁ ରାଜ୍ୟରେ ଆରମ୍ଭ ହେବ 'ମୋ ସରକାର ଯୋଜନା' । ଅଫିସର ଓ ପୋଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ, ଭଲ କାମ କର ପୁରସ୍କାର ମିଳିବ, ଅବହେଳା କଲେ ଭୋଗିବ । ଏହାକୁ ଦୋହରାଇ 5T ସଚିବ ପାଣ୍ଡିଆନ୍ କହିଛନ୍ତି ଆମେ ପୂର୍ବରୁ ବହୁତ କାମ ଦେଖି ସାରିଛୁ, ବର୍ତ୍ତମାନ ସମୟ ଆସିଛି ସମସ୍ତଙ୍କ ପାଖକୁ ଯାଅ, ସମସ୍ୟା ବୁଝ ଓ ସମାଧାନ କର । ଜନତା ହିଁ ଜନାର୍ଦ୍ଦନ, ତାଙ୍କ ପଇସାରେ ଚାଲୁଛି ସରକାର । ସେମାନେ ଆମ ପାଇଁ ସବୁକିଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 15, 2019, 02:20 AM IST

ଭଲକୁ ପୁରସ୍କାର, ଭୁଲକୁ ଦଣ୍ଡ!

ଆପଣ 5T ପଛର ରହସ୍ୟ ବାବଦରେ ଜାଣିଛନ୍ତି କି? ତାହେଲେ ଶୁଣନ୍ତୁ କ'ଣ କହୁଛନ୍ତି 5T ସଚିବ 'ପାଣ୍ଡିଆନ୍'... ଏଣିକି ନିସ୍ତାର ନାହିଁ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 14, 2019, 08:50 PM IST