odisha corona update

ଆଜି ୧୪୩୪ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର !

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୫୪୫ଟି ଲୋକାଲ କେସ ରହିଛି ।

Aug 2, 2020, 12:03 PM IST

ମୃତ୍ୟୁ ସଂଖ୍ୟାରେ ଶତକ ମାରିଲା ଗଞ୍ଜାମ

ମୃତକଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪ ଜଣ ରହିଛନ୍ତି । ଆଉ ଏହାକୁ ମିଶାଇ ଶହେ ପାର କରିଛି(୧୦୩) ଗଞ୍ଜାମରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ।

Aug 2, 2020, 11:45 AM IST

କୋରୋନା: ଆଖି ବୁଜିଲେ ଆଉ ୬

ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଦୁଇ ଜଣ ମହିଳା । ପୁରୁଷ ମୃତକଙ୍କ ବୟସ ୪୪ ବର୍ଷ ଓ ସେ ମଧୁମେୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ସେହିପରି ଦୁଇ ମହିଳା ମୃତକଙ୍କ ବୟସ ଯଥାକ୍ରମେ ୫୦ ଓ ୫୯ ବର୍ଷ । 

Jul 24, 2020, 12:12 PM IST

ଓଡ଼ିଶାରେ ବେଲଗାମ କୋରୋନା, ଦିନକରେ ୧୬ଶହ ଆକ୍ରାନ୍ତ !

ସମସ୍ତ ୧୫୯୪ ନୂଆ ମାମଲା ମଧ୍ୟରୁ ୧୦୬୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି ୫୨୭ଟି ଲୋକଲ କେସ୍ ରହିଛି ।

Jul 24, 2020, 11:56 AM IST

ଦିନକରେ ୫ ଜଣଙ୍କ ମୃତ୍ୟୁ

ଗଞ୍ଜାମରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚିଛି । 

Jul 19, 2020, 12:27 PM IST

୭୩୬ ନୂଆ ମାମାଲା, ପୁଣି ଗଞ୍ଜାମରୁ ସର୍ବାଧିକ

ନୂଆ ମାମଲା ଗୁଡ଼ିକ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛି । 

Jul 19, 2020, 10:57 AM IST

ଗଞ୍ଜାମରେ ପୁଣି ୩ ଜଣଙ୍କ ମୃତ୍ୟୁ...

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

Jul 12, 2020, 11:04 AM IST

ଝାରସୁଗୁଡ଼ାରେ ୧୬୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଏବେ ଦ୍ଵିତୀୟ ସପ୍ତାହରେ ଦୁଇଦିନିଆ ସଟଡାଉନ ଚାଲିଛି ।

Jul 11, 2020, 11:47 AM IST

ପ୍ରବାସୀଙ୍କ ପାଇଁ ଏମିତି ହେଲା....

ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,  ପ୍ରଥମ ଦଫାରେ ଗଞ୍ଜାମରେ କୋରୋନା ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗୁଜୁରାଟ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରୁ ପ୍ରବାସୀମାନେ ଫେରିଲେ । ଯେଉଁଥିପାଇଁ କୋରୋନା ସଂକ୍ରମଣ ହୋଇଛି ।

Jul 6, 2020, 01:23 PM IST

ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍, ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା

ଆଜି ୪୬୯ ନୂଆ ମାମଲା, ୨ ଜଣଙ୍କ ମୃତ୍ୟୁ

Jul 5, 2020, 11:24 AM IST

ଘଟଗାଁରେ ପୁଣି ୫ ପଜିଟିଭ ଚିହ୍ନଟ, ୪ ଜଣ ଗୋଟିଏ ପରିବାରର

ଗଦାଧରପୁର କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଗୋଟିଏ ପରିବାରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ରହିଛନ୍ତି । ଜଣେ ୩ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୬ ବର୍ଷର ।

Jun 28, 2020, 03:39 AM IST

ରାଜ୍ୟରେ ୨୧୦ ନୂଆ କୋରୋନା ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୧୦ଟି ମାମଲା ସାମ୍ନାକୁ ଆସିଛି। 

Jun 25, 2020, 10:35 AM IST

ରାଜ୍ୟରେ ୧୪୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ସାମ୍ନାକୁ ଆସିଥିବା ୧୪୩ ମାମଲା ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୬ଟି ଲୋକାଲ କେସ ରହିଛି । 

Jun 22, 2020, 11:08 AM IST

ରାଜ୍ୟରେ ସୁସ୍ଥ ହେଲେଣି ୩ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୧୪ ଜଣ କନ୍ଧମାଳ ଜିଲ୍ଲାର । 

Jun 17, 2020, 05:28 PM IST

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଗଞ୍ଜାମରେ ଦିନକୁ ୧୯ ଘଣ୍ଟିଆ ସଟଡାଉନ୍

ଗଞ୍ଜାମରେ ଆହୁରି କଡ଼ାକଡ଼ି ହେଲା ସଟଡାଉନ୍ ନିୟମ । ଏଣିକି ସୋମବାରଠାରୁ ଶୁକ୍ରବାର ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସାମଗ୍ରୀ କିଣା ବିକା ହେବ ।

Jun 15, 2020, 03:32 PM IST

ନୂଆ ୭୫ ମାମଲା, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଯାହା ଜଣାପଡ଼ିଛି, ସମୁଦାୟ ୭୫ ନୂଆ ମାମଲା ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର । 

Jun 7, 2020, 11:09 AM IST

ସମଗ୍ର ଓଡ଼ିଶାକୁ ଛୁଇଁଲା କୋରୋନା, ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା ।

Jun 3, 2020, 02:20 PM IST

ଆଉ ୧୪୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୧ ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର । 

Jun 3, 2020, 01:02 PM IST

୧୪୧ ନୂଆ ମାମଲା, ଏପର୍ଯ୍ୟନ୍ତ ୪ ଅଙ୍କ ଛୁଇଁ ପାରିନି ଆକ୍ଟିଭ କେସ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିଗ୍ନ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ।

Jun 2, 2020, 11:12 AM IST

୧୫୬ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ପାର୍

ବୌଦ୍ଧକୁ ଲେଉଟିଲା କୋରୋନା

Jun 1, 2020, 11:24 AM IST