Advertisement

Odisha Today

alt
ପୋଲିସ ବାବୁ ଙ୍କର ଜଣେ ଯୁବତୀ ଙ୍କ ସହ ପ୍ରେମ ପରେ ପ୍ରତାରଣ । ପ୍ରତାରିତ ଯୁବତୀ ସୁନ୍ଦେରଗଡ ରୁ ଆସି କେନ୍ଦୁଝର ଏସପି ଙ୍କ ନିକଟ ରେ ହେଲେ ଫେରାଦ । ଯୁବତୀ ଙ୍କ ଅଭିଯୋଗ ଅନୁସାରେ ପୋଲିସ ବାବୁ ଓ ଏହି ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳ । ଦୁହେଁ ଦୀର୍ଘ ପାଞ୍ଚ ବର୍ଷ ହେବ ଭଲ ପାଇ ଏକାଠି ମଧ୍ୟ ରହୁଥିଲେ। ପରବର୍ତ୍ତୀ ସମୟ ରେ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ପରେ ରାଇବୋଗା ଥାନା ରେ ଏନେଇ ଦୁଇ ପରିବାର ପକ୍ଷରୁ ବୁଝାମଣା ହୋଇ ବିବାହ କରିବାକୁ ନିଷ୍ପତି ହୋଇଥିଲା । ହେଲେ ପୋଲିସ ବାବୁ ଜଣକ ଆଉ ଧରା ଛୁଆଁ ଦେଉନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । କେସ ନକରିବାକୁ ପୋଲିସ ବାବୁ ଯୁବତୀଙ୍କୁ ୩ ଲକ୍ଷ ଟଙ୍କା ର ପ୍ରଲୋଭନ ମଧ୍ୟ ଦେଖାଇଥିଲେ । ହେଲେ ଯୁବତୀ ରାଜି ନହେବାରୁ ତାଙ୍କୁ ଜୀବନରୁ ମାର
May 10,2024, 13:13 PM IST
alt
କନକଦୁର୍ଗା ଙ୍କ ମନ୍ଦିରରେ ବାରୁଣୀ ଯାତ୍ରା ଅନୁଷ୍ଠିତ।ମାନସିକ ଧାରୀ ଙ୍କ ଭିଡ଼ ଲାଗିଥିବା ବେଳେ ମୁଣ୍ଡ ଉପରେ କୁକୁଡ଼ା ଉଡିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପ୍ରସିଦ୍ଧ ବାରୁଣୀ ଯାତ୍ରାରେ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରଭାତରେ ବାରୁଣୀ ସ୍ନାନ ଓ ପରେ ପରେ ମାନସିକ ଧାରୀଙ୍କ ଦ୍ଵାରା ଦାଣ୍ଡ ଓଳେଇବା ଓ କୁକୁଡ଼ା ଉଡ଼ାଇବା ଭଳି ବିରଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ପଂଚାୟତର କନକ ଦୂର୍ଗାଙ୍କ ମନ୍ଦିରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ ହେଉଛି ଏହି ବାରୁଣୀ ଯାତ୍ରା । ଚୈତ୍ର ମାସ ଚତୁର୍ଦ୍ଦଶୀ ତିଥିରେ ମା ଙ୍କର ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାନସିକ ଧାରିମାନେ ଏହି ପ
Apr 6,2024, 17:00 PM IST
Read More

Trending news