Advertisement

Paradeep Raid

alt
ପାରାଦୀପ ବନ୍ଦର ରେ ଥିବା ପୋର୍ଟ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରବୀନ୍ଦ୍ର ନାରାୟଣ ପାଣିଗ୍ରାହୀ ଙ୍କୁ ସିବିଆଇ ଗିରଫ କରିବା ପରେ ତାଙ୍କର କାରନାମା କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ପାରାଦୀପ ର ସବୁ ସିପିଂ କମ୍ପାନୀ ରେ ଖୁସି ର ଲହରୀ। ଏନେଇ ଏକତ୍ରିତ ହୋଇ ଭୋଜି କରିବା ସହ ଖୁସିରେ ନାଚଗୀତ କଲେ ସିପିଂ ଏଜେଣ୍ଟ ମାନେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଗଲ୍ଫ୍ ଫିଲ୍ଡ୍ ମଧ୍ୟରେ। ସିବିଆଇ ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ ଏଜେଣ୍ଟ ମାନଙ୍କ ସହ ଡାକ୍ତର ପାଣିଗ୍ରାହୀଙ୍କ କଥାବାର୍ତ୍ତା ଓ ସିପ୍ କ୍ୟାପଟେନ୍ ଙ୍କ ସହ କିଛି ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଏବେ ସିପିଂ ଏଜେଣ୍ଟ ମାନଙ୍କର ଖୁସିରେ ଭୋଜିଭାତ ସହ ନାଚଗୀତ ର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି।
Oct 16,2023, 18:39 PM IST

Trending news