pegasus spy case

SC ପହଞ୍ଚିଲା ପେଗାସସ୍ ଜାସୁସି ମାମଲା, ସଫ୍ଟୱେର୍ କିଣବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଇସ୍ରାଏଲର ପେଗାସସ୍ ସଫ୍ଟୱେୟାର ମାଧ୍ୟମରେ ଦୁଇ ଜଣ ଭାରତୀୟ ମନ୍ତ୍ରୀ, ୪୦ ରୁ ଅଧିକ ସାମ୍ବାଦିକ, ତିନି ଜଣ ବିରୋଧୀଦଳ ନେତା ଓ ଜଣେ ବିଚାରପତିଙ୍କ ସମେତ ବହୁ ସଂଖ୍ୟକ ବ୍ୟବସାୟୀ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ୩୦୦ ରୁ ଅଧିକ ମୋବାଇଲ୍ ନମ୍ବର ହ୍ୟାକ୍ ହୋଇଥିବା କୁହାଯାଉଛି ।

Jul 22, 2021, 03:12 PM IST