relations with china

ଚୀନ ସହ ସମ୍ପର୍କ: ବିଜେପିକୁ ଟାର୍ଗେଟ କରି କଂଗ୍ରେସକୁ ବଞ୍ଚାଇବାକୁ ଅଣ୍ଟାଭିଡିଲା ଶିବସେନା

ଚୀନ ଦୂତାବାସରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଟଙ୍କା ନେବା ମାମଲାରେ କଂଗ୍ରେସକୁ ବଞ୍ଚାଇବାକୁ ଯାଇ ବିଜେପିକୁ ଟାର୍ଗେଟ କରିଛି ଶିବସେନା | 

Jun 27, 2020, 05:26 PM IST