Sun Transit Effect on Zodiac Signs 2025: ਖਰਮਾਸ ਅੱਜ, 16 ਦਸੰਬਰ ਤੋਂ ਸ਼ੁਰੂ ਹੋ ਰਿਹਾ ਹੈ। ਸੂਰਜ ਧਨੁ ਰਾਸ਼ੀ ਵਿੱਚ ਕਮਜ਼ੋਰ ਹੋਵੇਗਾ, ਅਤੇ ਗੁਰੂ ਭਿਆਨਕ ਹੋਵੇਗਾ। ਇਹ ਚਾਰ ਰਾਸ਼ੀਆਂ ਨੂੰ ਨਕਾਰਾਤਮਕ ਤੌਰ 'ਤੇ ਪ੍ਰਭਾਵਿਤ ਕਰੇਗਾ। 14 ਜਨਵਰੀ, 2026 ਤੱਕ ਕਿਹੜੀਆਂ ਰਾਸ਼ੀਆਂ ਨੂੰ ਸਾਵਧਾਨ ਰਹਿਣ ਦੀ ਲੋੜ ਹੈ, ਇਸਦਾ ਪਤਾ ਲਗਾਓ।
Sun Transit 2025 Effects: ग्रहों के राजा सूर्य आज महत्वपूर्ण गोचर करने जा रहे हैं. सूर्य गोचर करके गुरु की राशि धनु में प्रवेश करेंगे और 1 महीने तक रहेंगे. इसका महत्वपूर्ण असर मेष से मीन तक सभी 12 राशि वालों पर देखने को मिलेगा.
Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧାସଳଖ ଆମ ଜୀବନରେ ପଡ଼ିଥାଏ। ବିଶେଷକରି ସୂର୍ଯ୍ୟଙ୍କ ଗୋଚରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ବିଛା ରାଶି ଛାଡି ଧନୁ ରାଶିରେ ପ୍ରବେଶ କରିବେ। ଏହି ଗୋଚର ଜାନୁଆରୀ ୧୪ ପର୍ଯ୍ୟନ୍ତ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ସର୍ବାଧିକ ତିନୋଟି ରାଶି ଲାଭବାନ ହୋଇପାରନ୍ତି।
Sun Transit in Sagittarius 2025 : ग्रहों के सूर्य को आत्मविश्वास, यश, प्रतिष्ठा, सफलता, नेतृत्व क्षमता और ऊर्जा का कारक माना जाता है. वहीं गुरु ग्रह सुख, सौभाग्य, विवाह और ज्ञान के कारक ग्रह हैं. दिसंबर में सूर्य का गुरु के घर धनु में आना 5 राशि वालों पर भारी पड़ सकता है.
Surya Nakshatra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ୩ ଡିସେମ୍ବରରେ ଅନୁରାଧା ନକ୍ଷତ୍ରରୁ ବୁଧଙ୍କ ଦ୍ୱାରା ଶାସିତ ଜ୍ୟେଷ୍ଠ ନକ୍ଷତ୍ରରେ ପ୍ରବେଶ କରିବେ। ଏହା ପରେ ଡିସେମ୍ବର ୧୬ ରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ। ବୁଧଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ କିଛି ରାଶି ପାଇଁ ଭଲ ସମୟ ଆଣିପାରେ। ତେବେ ଜାଣନ୍ତୁ ବୁଧଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର କେଉଁ ସବୁ ରାଶିମାନଙ୍କୁ ଲାଭବାନ କରାଇବାକୁ ଯାଉଛି।
Surya Gochar 2025: ग्रहों के राजा सूर्य गोचर कर रहे हैं और 17 अक्टूबर 2025, शुक्रवार को तुला राशि में प्रवेश कर लेंगे. सूर्य का शुक्र की राशि में गोचर वृषभ समेत 3 राशि वालों को बंपर लाभ देंगे.
Sun Transit 2025 Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଅକ୍ଟୋବର ୧୭ ତାରିଖ ସକାଳ ୧୦ ଟା ୩୫ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବେ। ଧନତେରାସ୍ ପୂର୍ବରୁ ସୂର୍ଯ୍ୟଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିଥାଏ। ତେବେ,ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁ ରାଶିଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ...
Sun Transit 2025: ୧୭ ସେପ୍ଟେମ୍ବର ୨୦୨୫ ଦିନ ରାତି ୧ଟା ୫୪ ମିନିଟ ସମୟରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ସିଂହ ରାଶିରୁ କନ୍ୟା ରାଶିକୁ ଗମନ କରିବେ। ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେତେବେଳେ କନ୍ୟା ରାଶି ବିଶ୍ଳେଷଣ ସେବା ଏବଂ ବ୍ୟବସ୍ଥିତ କାର୍ଯ୍ୟ ଶୈଳୀର ପ୍ରତୀକ।
Surya gochar impact: ସୂର୍ଯ୍ୟଦେବ ଅଗଷ୍ଟ ୧୬ ତାରିଖ ଦିନ ୧.୫୪ ରେ ନିଜସ୍ୱ ସିଂହ ରାଶିରେ ପ୍ରବେଶ କରିଛନ୍ତି । ସେପ୍ଟେମ୍ୱର ୧୭ ପର୍ଯ୍ୟନ୍ତ ସିଂହ ରାଶିରେ ସୂର୍ଯ୍ୟ ରହିବେ। କେତୁ ପୂର୍ବରୁ ସିଂହ ରାଶିରେ ଅଛନ୍ତି। ଏପରି ପରିସ୍ଥିତିରେ, ସିଂହ ରାଶିରେ ସୂର୍ଯ୍ୟଙ୍କ ସହିତ କେତୁଙ୍କ ଚଳନ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି।
Surya Gochar 2025 in Leo: 1 साल बाद ग्रहों के राजा सूर्य अपनी ही राशि सिंह में प्रवेश कर रहे हैं. 17 अगस्त को सूर्य सिंह राशि में गोचर करेंगे. इसे सिंह संक्रांति कहा जाता है.
Sun Transit 2025: अगस्त महीने में कई महत्वपूर्ण ग्रह गोचर हो रहे हैं, जिनमें ग्रहों के राजा सूर्य की स्थिति भी विशेष है. अगस्त में सूर्य 3 बार अपनी स्थिति बदलेंगे, जिसका सभी लोगों के जीवन पर असर होगा.
Sun Transit In Leo: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ମାସରେ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରନ୍ତି। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ତେଣୁ ଏହି ଦିନକୁ ସିଂହ ସଂକ୍ରାନ୍ତି ମଧ୍ୟ କୁହାଯିବ। ସୂର୍ଯ୍ୟଙ୍କ ଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତି ଜୀବନରେ ସମ୍ମାନ ପାଆନ୍ତି ଏବଂ ପଦ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହୁଏ।
Sun Transit 2025: ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ସମ୍ମାନ, ନେତୃତ୍ୱ ଏବଂ ଶକ୍ତିର କାରକ ଭାବରେ ବିବେଚନା କରାଯାଏ। ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନର ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ। ୨୦ ଜୁଲାଇ, ୨୦୨୫ ରେ ସକାଳ ୫:୩୦ ରେ, ସୂର୍ଯ୍ୟ କର୍କଟ ରାଶିରେ ଥିବା ସମୟରେ ପୁଷ୍ୟ ନକ୍ଷତ୍ରରେ ଗୋଚର କରିବେ। ପୁଷ୍ୟ ନକ୍ଷତ୍ର ବୃହସ୍ପତିଙ୍କ ଦ୍ୱାରା ଶାସିତ ଏବଂ ଶନିଙ୍କ ଦ୍ୱାରା ମାଲିକ। ଏହା ସହିତ, ଏହା ପୁଷ୍ଟି, ସମୃଦ୍ଧି ଏବଂ ଆଧ୍ୟାତ୍ମିକ ବିକାଶର ମଧ୍ୟ ପ୍ରତୀକ। ଏହି ନକ୍ଷତ୍ର ସୂର୍ଯ୍ୟଙ୍କ ଶକ୍ତିକୁ ସ୍ଥିରତା ଏବଂ ସକାରାତ୍ମକତା ଦିଗରେ ନେଇଥାଏ।
Sun Transit 2025: सूर्य देव को ग्रहों का राजा कहा जाता है. उन्हीं के आसपास पूरा ब्रह्मांड परिक्रमा करता है. वे जब भी गोचर करते हैं तो कई राशियों के भाग्य संवर उठते हैं. ऐसा ही कुछ 2 दिन बाद होने वाला है.
Sun Transit 2025: ୬ ଜୁଲାଇରେ ସୂର୍ଯ୍ୟ ବୃହସ୍ପତିଙ୍କ ନକ୍ଷତ୍ର ପୁନର୍ବାସୁରେ ଚଳନ କରିବେ। ଏହି ଚଳନର ପ୍ରଭାବ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବ । କିନ୍ତୁ ତିନୋଟି ରାଶିର ବ୍ୟକ୍ତି ଅଧିକ ଲାଭବାନ ହେବେ।
Surya Gochar 2025: सूर्य स्वराशि सिंह में प्रवेश कर कुछ राशि के जातकों का आत्मबल, आत्मविश्वास व नेतृत्व क्षमता बढ़ाते हैं. जातक सही दिशा में काम करते हैं और जीवन में स्थायी सफलता व सकारात्मक पा सकते हैं.
Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତା ପ୍ରାୟ ୧ ମାସ ପରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ କରନ୍ତି। ଏହା ସହିତ କହି ରଖୁଛୁ ଯେ ସୂର୍ଯ୍ୟ ଦେବତା ଜୁନ ମାସରେ ନିଜର ବନ୍ଧୁ ରାଶି ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହା ଯୋଗୁଁ କିଛି ରାଶିର ଭାଗ୍ୟ ଚମକିପାରେ। ତେବେ ଜାଣନ୍ତୁ ସୂର୍ଯ୍ୟଙ୍କ ମିଥୁନ ରାଶିରେ ପ୍ରବେଶ କେଉଁ ସବୁ ରାଶି ମାନଙ୍କର ଭାଗ୍ୟକୁ ଚମକାଇବାକୁ ଯାଉଛି।
Sun Transit 2025: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ କୌଣସି ନା କୌଣସି ଭାବରେ ୧୨ଟି ରାଶିର ଜୀବନରେ ଦେଖାଯାଏ। କହି ରଖୁଛୁ ଯେ ଏହି ସମୟରେ ସୂର୍ଯ୍ୟ ମୀନ ରାଶିରେ ଅଛନ୍ତି। ୧୪ ଏପ୍ରିଲ ସନ୍ଧ୍ୟା ୬:୫୮ ରେ ସେ ନିଜ ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କେଉଁ ୫ଟି ରାଶିର ଜୀବନରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି।
Sun Transit: ୧୪ ଏପ୍ରିଲ ଭୋର ୩ଟା୩୦ ସମୟରେ ମେଷ ରାଶିରେ ସୂର୍ଯ୍ୟ ଚଳନ କରିବେ । ଏହି ଦିନଟିକୁ ମେଷ ସଂକ୍ରାନ୍ତି ଭାବେ ପାଳନ କରାଯାଏ ।
Dwadash Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଦୁଇଟି ଗ୍ରହ ପରସ୍ପରଠାରୁ କୁଣ୍ଡଳିରେ ଦ୍ୱିତୀୟ ଏବଂ ଦ୍ୱାଦଶ ଘରେ ରହିଥାଆନ୍ତି କିମ୍ବା ପରସ୍ପରଠାରୁ ୩୦ ଡିଗ୍ରୀ ଦୂରତାରେ ଥାଆନ୍ତି ସେତେବେଳେ ଦ୍ୱି-ଦ୍ୱାଦଶ ଯୋଗ ସୃଷ୍ଟି ହୁଏ। ୧୫ ଏପ୍ରିଲ ଦିନ ୧୨:୩୦ ସମୟରେ ସୂର୍ଯ୍ୟ ଏବଂ ଶନି ପରସ୍ପରଠାରୁ ୩୦ ଡିଗ୍ରୀ ଉପରେ ରହିବେ। ଯାହା ଯୋଗୁଁ ଦ୍ୱି-ଦ୍ୱାଦଶ ଯୋଗ ସୃଷ୍ଟି ହେଉଛି। ଏହି ଶକ୍ତିଶାଳୀ ଯୋଗର ଗଠନ ଯୋଗୁଁ ୧୨ଟି ରାଶିର ଜୀବନ କୌଣସି ନା କୌଣସି ଭାବରେ ପ୍ରଭାବିତ ହେବାକୁ ଯାଉଛି। କିନ୍ତୁ ଏହି ତିନୋଟି ରାଶିକୁ ବହୁତ ଲାଭ ମିଳିପାରେ।
Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମାର୍ଚ୍ଚ ୪ ତାରିଖରେ ସଂନ୍ଧ୍ୟା ୬ଟା ୪୮ ମିନିଟ୍ ସମୟରେ ଶତାବିଷ ନକ୍ଷତ୍ର ଛାଡି ପୂର୍ବଭାଦ୍ରପଦା ନକ୍ଷତ୍ରକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ରାଶି ଚକ୍ରରେ ଥିବା ୧୨ଟି ରାଶିଙ୍କ ଉପରେ ପ୍ରଭାବ ପକାଇବ। କେଉଁ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଯଦି ଜାତକ ବା ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ରୁହେ, ତେବେ, ବ୍ୟକ୍ତି ଜଣକ ନିଜ ଜୀବନରେ ଅଗ୍ରଗତି କରିବା ସହିତ କ୍ୟାରିୟରେ ଅଭୁତ ପୂର୍ବ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଦେବ କେଉଁ ସବୁ ରାଶିକୁ ମାଲାମାଲ୍ କରିବାକୁ ଯାଉଛନ୍ତି।
Sun Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ମାର୍ଚ୍ଚ ୧୪ ତାରିଖ ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜଣକ ନିଜ ଜୀବନରେ ସୁଖି ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସୂର୍ଯ୍ୟଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...