Advertisement

Sun Venus Transit 2024

alt
Sun Venus Transit in July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାକାଲି ଶୁକ୍ର ଦିନ ୪ଟା ୩୯ ମିନିଟ୍ ସମୟରେ ମିଥୁନରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ସେହି ରାଶି (କର୍କଟ ରାଶି) ରେ ଜୁଲାଇ ୧୪ରେ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ମିଳିନ ସୂର୍ଯ୍ୟ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ବିରଳ ସଂଯୋଗ ଦିର୍ଘ ୫୦୦ ବର୍ଷ ପରେ ପଡୁଛି । ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଓ  ଆନନ୍ଦର କାରଣ ବୋଲି ବିବେଚନା କରାଯାଉଥିବା ବେଳେ ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଉତ୍ସ ବୋଲି କୁହାଯାଏ। ତେବେ, ଏହି  ବିରଳ ସଂଯୋଗ କିଛି ରାଶିର ଭାଗ୍ୟ ଫିଟାଇବାକୁ ଯାଉଛି।   
Jul 6,2024, 8:02 AM IST

Trending news