Advertisement

Vastu For Carrer

alt
ବାସ୍ତୁଶାସ୍ତ୍ର ଅନୁସାରେ ଘରର ସଠିକ୍ ସ୍ଥାନରେ ବା ଦିଗରେ ଯଦି ଡଷ୍ଟବିନ୍ ନରୁହେ ତାହେଲେ ଜୀବନରେ ଅନେକ ସମସ୍ୟା ଆସିପାରେ । ଏମିତିକି ଆର୍ଥିକ ସମସ୍ୟା ଅଧିକ ଦେଖାଦିଏ । ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ଆପଣାଇବା ଦ୍ବାରା ଭବିଷ୍ୟତ ଉଜ୍ବଳ ହୋଇଥାଏ । ଏବଂ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି । ଘରେ ଅନେକ ଜିନିଷକୁ ସଠିକ୍ ସ୍ଥାନରେ ରଖିବା ଦ୍ବାରା ମଧ୍ୟ କିଛି ସମସ୍ୟା ଦୂରେଇ ଯାଏ । ଯଦି ଭୁଲ୍ ସ୍ଥାନରେ ଘରର ଜିନିଷ ରଖୁଛନ୍ତି ତାହେଲେ ଜୀବନରେ କଷ୍ଟ ଆସିପାରେ । ଆଉ ଯଦି ଘରେ ଭୁଲ୍ ସ୍ଥାନରେ ଡଷ୍ଟବିନ୍ ରଖୁଛନ୍ତି ତାହେଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାସହ ବ୍ୟକ୍ତି ଆର୍ଥିକ ସଙ୍କଟ ଦେଇ ଗତି କରେ । ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଡ଼
Nov 15,2023, 17:26 PM IST
alt
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି କିଛି ଜିନିଷ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ ରଖାଯାଏ, ତେବେ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିବ ନାହିଁ । ସେହି ଘରେ ସକରାତ୍ମକ ଶକ୍ତି ପ୍ରବାହ କରେ ଯାହାର ବାସ୍ତୁ ଠିକ୍ ଥାଏ । ଆଜିର ସମୟରେ ସମସ୍ତେ ନିଜ ଘରର ବାସ୍ତୁକୁ ଠିକ ରଖିବାକୁ ଚାହାନ୍ତି କିନ୍ତୁ ସମୟ ଓ ଜ୍ଞାନର ଅଭାବ ଯୋଗୁ ଏହା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ କହିବୁ କେମିତି ପିରାମିଡ୍ ଦ୍ୱାରା ଆପଣ ନିଜ ଘରର ବାସ୍ତୁଦୋଶକୁ ଖଣ୍ଡନ କରିପାରିବେ । ପ୍ରାଚୀନ କାଳରେ, ବାସ୍ତୁ ଶାସ୍ତରେ ଆଠଟି ଦିଗକୁ ବିଚାର କରି ଗୃହ ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ କିଛି କାରଣରୁ ଘରେ ଛୋଟବଡ଼ ବାସ୍ତୁ ଦୋଷ ରହିଯାଏ । ଆସନ୍ତୁ ଆଜି ଜାଣିବା କେମିତି ପିରାମିଡ୍ ସ୍ଥାପନ କରି ଘରର ଏଭଳି ବାସ୍ତୁ ଦୋଷକୁ ଦୁର କରାଯାଇପାର
Nov 11,2023, 19:52 PM IST

Trending news