zee odisha bihar election

ବିଜେପି - ଜେଡ଼ିୟୁ ସରକାରକୁ ନେଇ ଏମିତି କହିଲା ଶିବସେନା

ସରିଛି ବିହାର ବିଧାନସଭା ନିର୍ବାଚନ (Bihar Assembly Election) । ବାହାରି ସାରିଛି ଫଳାଫଳ । ବିଜେପି (BJP) ଓ ଜେଡ଼ିୟୁ (JDU) ମିଶି ସରକାର ଗଢିବା ଏକ ପ୍ରକାର ନିଶ୍ଚିତ ମଧ୍ୟ ହୋଇ ସାରିଛି । ଏଥିସହ ମୁଖ୍ୟମନ୍ତ୍ରୀ ଗାଦିରେ ପୁଣି ଥରେ ନୀତୀଶ କୁମାର (Nitish Kumar) ବସିବେ। କିନ୍ତୁ ବିରୋଧୀ ଦଳର ନେତାମାନେ ବିଜେପି-ଜେଡିୟୁ (BJP-JD

Nov 14, 2020, 06:08 PM IST

ବିହାର ନିର୍ବାଚନ ୨୦୨୦: କାହାକୁ ମିଳିଛି ଜବରଦସ୍ତ ସଫଳତା,କାହାକୁ ମିଳିଛି ଶକ୍ତ ଝଟକା

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ କେତେକ ଦଳକୁ ସଫଳତା ମିଳିଥିବା ବେଳେ ଅନ୍ୟ କେତେକ ଦଳକୁ ଝଟକା ଲାଗିଛି।

Nov 11, 2020, 04:28 PM IST

Bihar Election 2020: ଚିରାଗ ନିଜେ ହାରିଲେ, କିନ୍ତୁ ବିଜେପିକୁ ଦେଲେ ବୃହତ ବିଜୟ

କୁହାଯାଉଛି ଚିରାଗ (Chirag) ନିଜେ ପରାଜୟ ବରଣ କରିଥିବା ବେଳେ ବିଜେପି ପାଇଁ ଏକ ବୃହତ ବିଜୟ ଆଣିଦେଇଛି । 

Nov 11, 2020, 02:22 PM IST

ବିହାରରେ ମୋଦି ମ୍ୟାଜିକ୍; ଜାରି ରହିବ ନୀତିଶ ସରକାର

ବିହାର (Bihar) ରେ ପୁଣି କାମ ଦେଲା ମୋଦି ମ୍ୟାଜିକ୍ (Modi Magic) ବିଦା ହେଉ ହେଉ ବର୍ତ୍ତିଗଲା ନୀତିଶ ସରକାର (Nitish Government)। ମୋଦି ହାୱା ଯୋଗୁଁ ପୁଣି ବିହାରରେ ବାଜି ମାରିନେଲା ଏନଡିଏ ମେଣ୍ଟ (NDA)। ମୋଟ ୨୪୩ ଆସନରୁ ୧୨୫ ଆସନରେ ବିଜୟୀ ହୋଇଛି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ।

Nov 11, 2020, 01:57 PM IST

Bihar Election 2020: ରେକର୍ଡ ଅପେକ୍ଷାରେ ତେଜସ୍ୱୀ

ବିହାର ବିଧାନସଭା ନିର୍ବାଚନ (Bihar Assembly Election) ର ଗଣତି ଜାରି ରହିଛି । ଫଳାଫଳ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ମହାମେଣ୍ଟ (Mahagathbandhan)  ଆଗୁଆ ରହିଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟରେ କିଏ ସରକାର ଗଢିବ ତାହା ତ ନିର୍ବାଚନ ଫଳାଫଳ କହିବ । କିନ୍ତୁ ଯଦି ତେଜସ୍ୱି (Tejswi Yadav) ମୁଖ୍ୟମନ୍ତ୍ରୀ ହୁଅ

Nov 10, 2020, 02:13 PM IST

Bihar Election2020: ଫଳାଫଳ ଆସିନି, ତେଜସ୍ୱୀ ଭବଃ ବିହାର କହିଲେ ତେଜପ୍ରତାପ

ବିହାରରେ ଆଜି ବିଧାନସଭା ନିର୍ବାଚନ (Bihar Assembly Election) ର ଫଳାଫଳ ପାଇଁ ଗଣତି ଜାରି ରହିଛି । ସଦ୍ୟ ପ୍ରକାଶିତ ସୂଚନା ମୁତାବକ ଆରମ୍ଭରୁ ମହାମେଣ୍ଟ (Maha Gathbandhan) ଆଗୁଆ ରହିଛି । 

Nov 10, 2020, 09:49 AM IST

ଗୁରୁବାର ସରିଲା ପ୍ରଚାର; ଶନିବାର ହେବ ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ମୋଟ ଭୋଟରଙ୍କ ମଧ୍ୟରେ ମଧ୍ୟରେ ୨ କୋଟି ୩୫ ଲକ୍ଷ ୩୨ ହଜାର ୫୨ ପୁରୁଷ,  ୧ କୋଟି ୨୩ ଲକ୍ଷ ୨୫ ହଜାର ୭୮୦ ମହିଳା ମତଦାତା ରହିଛନ୍ତି।  ଅନ୍ୟପଟେ ୮୯୪ ତୃତୀୟ ଲିଙ୍ଗର ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି। 

Nov 5, 2020, 11:45 PM IST

ବିହାରରେ ନାହିଁ ସୁଶାସନ ବାବୁଙ୍କ ଶାସନ, କହିଲେ ଏହା ମୋର ଶେଷ ନିର୍ବାଚନ...

ନିର୍ବାଚନ ସମୟରେ ବିହାର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଏବେ ବେଶ ଗୁରୁତ୍ୱ ବହନ କରୁଛି। 

Nov 5, 2020, 05:27 PM IST

'ପିଏମ ମୋଦିଙ୍କ ସାହାରାରେ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି ନୀତିଶ'

ଜେଡିୟୁ ମନ୍ତ୍ରୀ ଜନସାଧାରଣଙ୍କ ସ୍ୱାର୍ଥ ଲାଗି କିଛି କରିନାହାଁନ୍ତି।

Nov 4, 2020, 10:30 PM IST

'ମୁଁ ଏନଡିଏରେ ଥିଲି, ଅଛି, ରହିବି'

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ବିହାର ପୋଲିସ ଡିଜିପି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ।

Nov 4, 2020, 09:12 PM IST

Bihar Election:ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ମଙ୍ଗଳବାର ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) ଙ୍କ ଉପରେ ବର୍ଷିଛନ୍ତି। ବିହାର ନିର୍ବାଚନୀ (Bihar Election Rally) ରାଲିରେ ସାମିଲ ହୋଇ କଟିହାର (Katihar) ଓ କିଶନଗଞ୍ଜ (Kisanganj) ରେ ହୋଇଥିବା ସଭାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପର

Nov 4, 2020, 01:21 PM IST

ପ୍ରଚାର ବେଳେ ଅଘଟଣ, ନୀତିଶଙ୍କ ସଭାରେ ପିଆଜ ମାଡ

ରାଜ୍ୟର ହାର୍ଲାଖୀ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିବାବେଳେ ଏହି ଘଟଣା ଘଟିଛି। 

Nov 3, 2020, 07:01 PM IST

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ;୯୪ ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୧୪୬୩ ପ୍ରାର୍ଥୀ

ବିହାର ବିଧାନସଭା ନିର୍ବାଚନ ୨୦୨୦ ଲାଗି ଆସନ୍ତାକାଲି ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। 

Nov 2, 2020, 09:53 PM IST

'ବିଜେପି ଅଧିକ ଆସନ ଜିତିଲେ ମଧ୍ୟ ନୀତିଶ ହେବେ ମୁଖ୍ୟମନ୍ତ୍ରୀ'

ବିହାରରେ ଆରଜେଡି ସରକାର କ୍ଷମତାସୀନ ରହିଥିବା ବେଳେ ପ୍ରାୟ ୨୦ ଲକ୍ଷ ଲୋକ ରାଜ୍ୟରୁ ପଳାୟନ କରିଥିଲେ। ଆଉ ଏବେ ସେମାନେ ଚାକିରୀ ଦେବାକୁ ଘୋଷଣା କରୁଛନ୍ତି। 

Nov 1, 2020, 09:44 PM IST

Bihar Election 2020: ଲାଲୁଙ୍କ ବିରୋଧରେ ଭୋଟ ମାଗିଲେ ବୋହୂ ଐଶ୍ୱର୍ଯ୍ୟା

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ତଥା ପରସା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। 

Oct 31, 2020, 04:13 PM IST

ବିହାର ନିର୍ବାଚନ: ତେଜସ୍ୱିଙ୍କୁ 'ଜଙ୍ଗଲରାଜର ଯୁବରାଜ' କହିଲା ବିଜେପି

ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୨୮ ତାରିଖରେ ଶେଷ ହୋଇଛି। ୫୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ତେବେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ରହିଛି। ଏହି ଦୁଇ ପର୍ଯ୍ୟାୟ ପାଇ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ସହିତ ପରସ୍ପରର ତ୍ରୁଟି ବାହାର କରିବାରେ  ଲାଗିପଡ଼ିଛନ୍ତି। ଏହାରି ମଧ୍ୟରେ

Oct 30, 2020, 01:00 PM IST

'ପ୍ରଥମ ପର୍ଯ୍ୟାୟରେ ୭୧ ଆସନରୁ ଏନଡିଏକୁ ମିଳିବ ୫୦ ଆସନ'

ଅନ୍ୟପକ୍ଷେ ଏହି ନିର୍ବାଚନରେ ବିରୋଧି ପକ୍ଷଙ୍କୁ ​​ଶବ୍ଦବାଣ ମାରିବାରେ ଲାଗିଛନ୍ତି ବିଭିନ୍ନ ଦଳ। ଉଭୟ ଏନଡିଏ-ମେହାମେଣ୍ଟ ଏବଂ ଏହାର ନେତା ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି।

Oct 28, 2020, 10:48 PM IST

ତେଜସ୍ୱୀଙ୍କ ନିବେଦନ 'ଲଣ୍ଠନ ବଟନ ଦବାନ୍ତୁ, ମହାମେଣ୍ଟକୁ ଜିତାନ୍ତୁ'

ଦୁର୍ନୀତିଗ୍ରସ୍ତ ଅଧିକାରୀ ସରକାରୀ କାର୍ଯ୍ୟାଳୟରେ ଅଛନ୍ତି। ଜନତା ବେରୋଜଗାରୀ ଉପରେ ମତଦାନ କରିବେ ବୋଲି କହିଛନ୍ତି ଆରଜେଡି ନେତା ତେଜସ୍ୱୀ ।

Oct 28, 2020, 10:24 PM IST

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ହେଲା ୫୩.୫୩ ମତଦାନ, ଜମୁଇରେ ହୋଇଛି ସର୍ବାଧିକ ମତଦାନ

ପ୍ରଥମ ପର୍ଯ୍ୟାୟ ବେଶ ଶାନ୍ତିପୂର୍ଣ୍ଣ ଉପାୟରେ ଅନୁଷ୍ଠିତ ହୋଇଛି। ଏହି ସମୟରେ କୋରୋନା ସଂକଟ ଲାଗି ଜାରି ହୋଇଥିବା ଗାଇଡଲାଇନ୍ସକୁ ପାଳନ କରାଯାଇଥିଲା। 

Oct 28, 2020, 08:59 PM IST

ଚିରାଗଙ୍କ ବଡ ବୟାନ; 'ପୁଣି ଆରଜେଡି ସହ ନୀତିଶ ଗଢିପାରନ୍ତି ସରକାର'

ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ କଟାକ୍ଷ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶ୍ୱାନ।

Oct 28, 2020, 07:44 PM IST