zee odisha ipl 2020

IPL 2020: କୋଲକାତାକୁ ହରାଇ ଉପରକୁ ଉଠିଲା ପଞ୍ଜାବ

ଚଳିତ ଆଇପିଏଲରେ ୫ମ ବିଜୟ ହାସଲ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ୪୬ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ପହଞ୍ଚିଛି।

Oct 27, 2020, 07:35 AM IST

IPL 2020: ଆଜି ୪ର୍ଥ ସ୍ଥାନ ପାଇଁ କୋଲକାତା-ପଞ୍ଜାବ ପଞ୍ଝା ଲଢେଇ

ଆଜି ଶାରଜାହ ଷ୍ଟାଡିୟମରେ ଖେଳାଯିବ ଚଳିତ ଆଇପିଏଲର ୪୬ତମ ମ୍ୟାଚ। ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ।

Oct 26, 2020, 02:34 PM IST

IPL 2020: ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ଷ୍ଟୋକ୍ସଙ୍କ ଷ୍ଟ୍ରୋକରେ ଧରାଶାୟୀ ମୁମ୍ବାଇ

ଗତକାଲି ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦ୍ୱିତୀୟରେ ରାଜସ୍ଥାନ ରୟାଲ୍ସ ବିଜୟ ହୋଇଛନ୍ତି।  

Oct 26, 2020, 07:44 AM IST

IPL 2020: କୋଲକାତାଠୁ ହାରି ବି ଖୁସ୍ ଦିଲ୍ଲୀ କ୍ୟାପଟେନ ଶ୍ରେୟାସ ଆୟାର

ଆଜି ଆଇପିଏଲର ୪୨ତମ ମ୍ୟାଚ ଆବୁଧାବିର ସେଖ ଜାୟେଦ ଷ୍ଟାଡିୟମରେ ଖେଳା ଯାଇଛି। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଲଢେଇ କରି କୋଲକାତା ନାଇଟ ରାଇଡର୍ସ ୫୯ ରନରେ ବିଜୟ ହୋଇଛି।

Oct 24, 2020, 11:20 PM IST

IPL 2020: ରବିବାର ଚେନ୍ନାଇ ବିପକ୍ଷରେ ବଦଳିବ ବାଙ୍ଗାଲୋରର ଜର୍ସୀ, ଜାଣନ୍ତୁ କାହିକିଁ?

ଆସନ୍ତାକାଲି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କୁ ଭେଟିବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ତେବେ ଏହି ମ୍ୟାଚରେ ବାଙ୍ଗାଲୋର ନାଲି ଜର୍ସୀ ପିନ୍ଧିବ ନାହିଁ ବୋଲି ସୂଚନା ମିଳିଛି। 

Oct 24, 2020, 08:10 PM IST

ଆଜି ବାଙ୍ଗାଲୋର-କୋଲକାତା ଲଢେଇ

ଚଳିତ ଆପିଏଲର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

Oct 21, 2020, 11:29 AM IST

ଆଜି ଦିଲ୍ଲୀ-ପଞ୍ଜାବ ମୁହାଁମୁହିଁ

ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

Oct 20, 2020, 10:30 AM IST

IPL 2020: ଆଜିର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ-ଚେନ୍ନାଇ ଲଢେଇ

ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ, ଦ୍ୱିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ।   

Oct 17, 2020, 03:13 PM IST

IPL 2020: କୋଲକାତା ପାଇଁ କଳାରାତି, ଏକପାଖିଆ ପିଟିଲା ମୁମ୍ବାଇ

ଆଇପିଏଲର ୩୨ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ସହଜ ବିଜୟ। ୮ଟି ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ କଲା ପରାସ୍ତ।  

Oct 17, 2020, 08:25 AM IST

ଦୀନେଶ କାର୍ତ୍ତିକଙ୍କ ବଡ଼ ନିଷ୍ପତ୍ତି, ମୋର୍ଗାନଙ୍କ ପାଇଁ ଛାଡ଼ିଲେ କେକେଆର ଅଧିନାୟକତ୍ୱ

IPL 2020: କୋଲକାତା ନାଇଟ୍ ରାଇଡର୍ସ (KKR) ର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଦୀନେଶ କାର୍ତ୍ତିକ (Dinesh Karthik) । ସେ ତାଙ୍କ ନିଷ୍ପତ୍ତି ବିଷୟରେ ଟିମ ପ୍ରବନ୍ଧନକୁ କହିଛନ୍ତି । କାର୍ତ୍ତିକ ଇଂଲଣ୍ଡର ସୀମିତ ଓଭରର ଅଧିନାୟକ ଇଏନ୍ ମୋର୍ଗାନ (Eoin Morgan) ଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

Oct 16, 2020, 03:07 PM IST

IPL 2020: ଚମକିଲା ଚେନ୍ନାଇ, ହାରିଲା ହାଇଦ୍ରାବାଦ

ବେକାର ଗଲା କେନ ୱିଲିୟମସନଙ୍କ ଅର୍ଦ୍ଧଶତକ। ଆଇପିଏଲର ୨୯ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚମକିଲା ଚେନ୍ନାଇ ସୁପର କିଙ୍ଗ୍ସ।

Oct 14, 2020, 08:25 AM IST

IPL 2020: ଦୁବାଇରେ ଦମ୍ ଦେଖାଇବେ ଧୋନି, ୱାର ପାଇଁ ପ୍ରସ୍ତୁତ ୱାର୍ଣ୍ଣର

ଆଜି ୟୁଏଇର ଛୋଟ ଗ୍ରାଉଣ୍ଡରେ ହେବ ଧୋନି-ୱାର୍ଣ୍ଣର ଫାଇଟ। ଆଇପିଏଲର ୨୯ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ତେବେ ପ୍ଲେଅପ ଆଶା କ୍ଷୀଣ ଥିବା ଚେନ୍ନାଇ ପାଇ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହେବ। ଆଇପିଏଲର ପ୍ଲେଅପ ଷ୍ଟେଜ ପାଇଁ ଗୋଟିଏ ଟିମକୁ ଅନ୍ୟୁନ୍ନ ୮ଟି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଚେନ୍ନାଇ

Oct 13, 2020, 01:29 PM IST

ୟୁଏଇରୁ ଆସିଲା ଖୁସି ଖବର; ବିରାଟଙ୍କ ପରେ ବାପା ହେବେ ଏହି କ୍ରିକେଟର

ଲକଡାଉନରେ ବଦଳିଛି କ୍ରିକେଟର ଓ ଅଭିନେତାଙ୍କ ଲାଇଫଷ୍ଟାଇଲ। ଗର୍ଭବତୀ ଅଛନ୍ତି ନବବିବାହିତ ସେଲିବ୍ରିଟିଙ୍କ ପତ୍ନୀ।  

Oct 13, 2020, 12:59 PM IST

IPL 2020: ବିରାଟଙ୍କ ବିରାଟ ବିଜୟ, କୋଲକାତାକୁ ଧୋଇଲେ ଡି'ଭିଲିୟର୍ସ

ଆଇପିଏଲ ୨୮ତମ ମ୍ୟାଚେ ରୟାଲ ଚ୍ୟାଲଞ୍ଚର ବାଙ୍ଗାଲୋରର ବିରାଟ ବିରାଟ ବିଜୟ। ୮୨ ରନରେ ହାରିଲା ଦିନେଶ କାର୍ତ୍ତୀକଙ୍କ କୋଲକାତା ନାଇଟ ରାଇଡର୍ସ।   

Oct 13, 2020, 07:43 AM IST

IPL 2020: ବାଜି ମାରିନେଲେ ରୋହିତ ଓ ସ୍ମିଥ୍

ଆଇପିଏଲର ସଣ୍ଡେ ସୁପର ଫାଇଟରେ ଖେଳାଯାଇଛି ୨ଟି ଦମଦାର ମ୍ୟାଚ। ଆକ୍ରାମକ ବ୍ୟାଟିଂ କରି ବିଜୟ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ।  

Oct 12, 2020, 09:04 AM IST

IPL 2020: ପଞ୍ଜାବ ଦୁଆରୁ ଫେରିଲା ବିଜୟ, ଧୋନିଙ୍କ ଉପରେ ଭାରି କୋହଲି

ଶନିବାର ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଇଥିଲା. ପ୍ରଥମ ମ୍ୟାଚରେ ପଞ୍ଜାବକୁ କୋଲକାତା ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇକୁ ମୁହଁତୋଡ ଜବାବ ଦେଇଛି ବାଙ୍ଗାଲୋର ।

Oct 11, 2020, 08:24 AM IST

IPL 2020: ଦୁବାଇ ଦଙ୍ଗଲରେ ଧୋନୀ-କୋହଲିଙ୍କ କୁସ୍ତି

ଦୁବାଇରେ ଏପର୍ଯ୍ୟନ୍ତ ଦଶଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଇନିଂସରେ ସର୍ବନିମ୍ନ ୧୫୭ ରନ କରିଛି।

Oct 10, 2020, 02:49 PM IST

ଆଜି IPLରେ ଡବଲ ମ୍ୟାଚ; ପ୍ରଥମେ ପଞ୍ଜାବ-କୋଲକାତା ପଞ୍ଝା ଲଢେଇ

ପଞ୍ଜାବ-କୋଲକାତା ମ୍ୟାଚଟି ଆବୁଧାବିରେ ଖେଳାଯିବ। ଅନ୍ୟ ଷ୍ଟାଡିୟମ ତୁଳାନରେ ଏହି ଗ୍ରାଉଣ୍ଡ ଟିକିଏ ବଡ।

Oct 10, 2020, 02:46 PM IST

ଆଇପିଏଲ୍ ପ୍ଲେ ଅଫ ସପ୍ତାହରେ ମହିଳା ଟି-୨୦ ଚ୍ୟାଲେଞ୍ଜ

ଆଇପିଏଲ୍ ପ୍ଲେ ଅଫ ସପ୍ତାହରେ ଦୁବାଇରେ ଅନୁଷ୍ଠିତ ହେବ ମହିଳା ଟି-୨୦ ଚ୍ୟାଲେଞ୍ଜ। କୋରୋନା କଟକଣା ଭିତରେ ତିନି ଦଳୀୟ ମ୍ୟାଚ ଖେଳାଯିବ ଏହାକୁ ନେଇ ଭାରତୀୟ ଯୁବ କ୍ରିକେଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Oct 10, 2020, 02:27 PM IST

IPL 2020: ଦିଲ୍ ଜିତିନେଲେ ଦିଲ୍ଲୀ ବୋଲର, ୪୬ ରନରେ ହାରିଲା ରାଜସ୍ଥାନ

ଆଇପିଏଲରେ ପୁଣି ହାରିଲା ରାଜସ୍ଥାନ ରୟାଲ୍ସ। ସେପଟେ ନିଜର ୫ମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ।

Oct 10, 2020, 09:04 AM IST