• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷିବ !

ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷିବ !

ରାଜ୍ୟରେ ମୌସୁମୀ ଟ୍ରଫ୍ ଲାଇନ ସମେତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

Edited ByZee Odisha Desk
Published: Sep 10, 2020, 04:58 PM IST|Updated: Sep 10, 2020, 04:58 PM IST
joinshare
ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷିବ !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    2

    Rain Alert: ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି, ଏହି ଜିଲ୍ଲାରେ ସ୍କୁଲ୍ ଛୁଟି...

    3

    ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

    4

    ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର

    5

    Vigilance Case: ଭିଜିଲାନ୍ସ ଜାଲରେ ଜୁବା PACS ଲିମିଟେଡର ପୂର୍ବତନ ସଚିବ

    ଭୁବନେଶ୍ୱର: ୧୩ ସୁଦ୍ଧା ଲଘୁଚାପ, ୫ ଦିନ ବର୍ଷା । ରାଜ୍ୟରେ ମୌସୁମୀ ଟ୍ରଫ୍ ଲାଇନ ସମେତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ତେବେ ଆସନ୍ତା ୧୩ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ଏସବୁ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

    ଆସନ୍ତା ୧୨ ଘଣ୍ଟା ମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, ସୋନପୁର, କନ୍ଧମାଳ, ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ଅନୁଗୁଳ, ଦେଓଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । 

    ସେହିପରି ଆସନ୍ତା ୧୪ ତାରିଖ ଯାଏଁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଏପରି ବର୍ଷା ଲାଗି ରହିବାକୁ ଥିବା ବେଳେ ୧୨ ତାରିଖରୁ ଦକ୍ଷିଣ ଓଡିଶାରେ ଅଧିକ ପ୍ରଭାବ ଦେଖାଦେବ । ଏହିସବୁ ଜିଲ୍ଲା ଗୁଡିକରେ ଚାଷୀ ମାନେ ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ସେପଟେ ଜିଲ୍ଲାପାଳ ମାନେ ସତର୍କ ରହିବାକୁ ଚିଠି ଯୋଗେ ପରାମର୍ଶ ଦେଇଛନ୍ତି ଏସଆରସି ।

     

    Add Zee News as a Preferred Source
    TAGS:
    weather report
    Heavy Rain
    Wheather News
    Odisha news
    bhubaneswar news