• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ
  • ଦୋକାନୀ ସହ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୬୭ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୨ ହଜାର ୬୪୦ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି ୨୯୫୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩୮ ଜଣଙ୍କ ଜୀବନ ନେଲା କୋରୋନା
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫କୁ ବୃଦ୍ଧି
  • ଟିକାକରଣରେ ଭାରତର ରେକର୍ଡ; ଦିନକରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଚିକା
  • ୨ୟ ବର୍ଷ ପାଇଁ ଅମରନାଥ ଯାତ୍ରା ବନ୍ଦ

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତକାଲି ବିଳମ୍ବିତ ରାତିରେ ଶମ୍ଭୁ ଘରୁ କୁଆଡେ ଚାଲିଯାଇଥିଲେ । ତେଵେ ଆଜି ସକାଳେ ସେରସୁଆତଲର ଏକ ତେନ୍ତୁଲି ଗଛରୁ ଶମ୍ଭୁଙ୍କ ଝୁଲନ୍ତା ମୃତଦେହ (Hanging Dead body) ଦେଖିବାକୁ ମିଳିଥିଲା।

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ତେନ୍ତୁଳି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା! ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ସେରସୁଆତଲର ଏକ ତେନ୍ତୁଳି ଗଛରେ ଜଣେ ଯୁବକ ନିଜ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ କୁକୁଡାପାଲିର ଶମ୍ଭୁ ବୋଲି ଜଣା ପଡ଼ିଛି। 

ଗତକାଲି ବିଳମ୍ବିତ ରାତିରେ ଶମ୍ଭୁ ଘରୁ କୁଆଡେ ଚାଲିଯାଇଥିଲେ । ତେଵେ ଆଜି ସକାଳେ ସେରସୁଆତଲର ଏକ ତେନ୍ତୁଲି ଗଛରୁ ଶମ୍ଭୁଙ୍କ ଝୁଲନ୍ତା ମୃତଦେହ (Hanging Dead body) ଦେଖିବାକୁ ମିଳିଥିଲା। ଖବର ପାଇ ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। 

Also Read: ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP

ତେଵେ ଶମ୍ଭୁ ଆତ୍ମହତ୍ୟା (Suicide) କଲେ ନା କେହି ତାଙ୍କୁ ହତ୍ୟା (Murder) କରିଛି,  ସେନେଇ ପୋଲିସ (Sambalpur Police) ଅଧିକ ତଦନ୍ତ କରୁଛି। ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଶାସନ (Sashan) ଥାନାଧିକାରୀ କହିଛନ୍ତି।