ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା

NASAର ସାଟେଲାଇଟ ଫଟୋରେ ଓଡିଶାର ହଜାରେରୁ ଊର୍ଦ୍ଧ୍ୱ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଶିମିଳିପାଳ ଜାତୀୟ ଅଭ୍ୟାରଣ୍ୟରେ ବଡଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ଦକ୍ଷିଣ ଓଡିଶାର ଜଙ୍ଗଲ ମଧ୍ୟ ପାଉଁଶ ପାଲଟିଯାଇଛି।

ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା
Image Credit: ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା

About the Author