Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'
Advertisement
Article Detail0/zeeodisha/odisha1604828

Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'

Payal Ghosh Mental Status: ବଲିଉଡ ଅଭିନେତ୍ରୀ ଅଭିନେତ୍ରୀ ପାୟଲ ଘୋଷ (actress payal ghosh )। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ପୋଷ୍ଟରେ ପାୟଲ ତାଙ୍କ ଆତ୍ମହତ୍ୟା(suicide note) ବିଷୟରେ ଉଲ୍ଲେଖ କରିଛନ୍ତି । ଏନେଇ ପୋଲିସ ତାଙ୍କ ଘରେ ପହଞ୍ଚିଛି । ସେ ଲେଖିଛନ୍ତି ଯେ,' ଯଦି ସେ ଆତ୍ମହତ୍ୟା (suicide ) କରନ୍ତି ତେବେ, ଏହି ସବୁ ଲୋକମାନେ ଦାୟୀ ରହିବେ ।'

ସୌଜନ୍ୟ- ସୋସିଆଲ ମିଡ଼ିଆ

ସାଜିଦ ଖାନ ଓ ଅନୁରାଗ କଶ୍ୟପଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି :
ତେବେ, ଯେତେବେଳେ 'ମି-ଠୁ' ଅଭିଯାନ ଚାଲିଥିଲା , ସେତେବେଳେ ପାୟଲ ଘୋଷ ଅଭିନେତା ତଥା ନିର୍ଦ୍ଦେଶକ ସାଜିଦ୍ ଖାନ ଓ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ପରେ ଯାହାକୁ ନେଇ ଗତକିଛି ଧରି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ 'ମି-ଠୁ' ବିବାଦ ଥମିବା ପରେ ଅଭିନେତ୍ରୀ ପାୟଲ ସାଧାରଣ ଜୀବନ ଜିଉଁଥିଲେ। କିନ୍ତୁ ଯେତେବେଳେ ସାଜିଦ୍ ଖାନ୍ ବିଗ୍ ବସରେ ଏଣ୍ଚି ମାରିଥିଲେ । ସେତେବେଳେ ତାଙ୍କୁ ବିରୋଧ କରିବା ସହ ବିଗବସ୍ ଶୋରୁ ବାହାର କରିବା ପାଇଁ ସଲମାନ ଖାନଙ୍କୁ ଅନୁରୋଧ କରିଥିଲେ ଅଭିନେତ୍ରୀ (actress payal ghosh)। କିନ୍ତୁ ଅଭିନେତ୍ରୀଙ୍କ ଏ ଅନୁରୋଧ ରଖିନ ଥିଲେ ସଲମାନ୍ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ସୁଇସାଇଡ୍ ନୋଟ (suicide note) ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସେ ସୁଇସାଇଡ୍ ନୋଟରେ ଲେଖିଛନ୍ତି ଯେ,'ଓସିୱାରା ପୋଲିସ ମୋ ଘରକୁ ଆସିଛି, ଯଦି ମୋ ସହିତ କିଛି ଘଟେ ତେବେ, ଏଥିରୁ କେହି ବର୍ତ୍ତି ପାରିବେ ନାହିଁ । ମୁଁ ସୁଶାନ୍ତ ରାଜପୁତ୍ ନୁହେଁ, ମୁଁ ପାୟଲ ଘୋଷ ... ଯଦି ମୁଁ ମରିଯାଏ, ତେବେ ମୋତେ ଯୌନ ନିର୍ଯ୍ୟାତନା ଦେଇଥିବା ଲୋକଙ୍କୁ ଫସାଇ ମରିବି। '

A post shared by Payal Ghosh (@iampayalghosh)

A post shared by Payal Ghosh (@iampayalghosh)

A post shared by Payal Ghosh (@iampayalghosh)

ଏହାବି ପଢନ୍ତୁ :  Ajay Devgn: ବାପା ଅଜୟଙ୍କ ସହ ପଞ୍ଝା ଲଢାଉଛନ୍ତି ‘ୟୁଗ୍’, ଫ୍ୟାନ୍ସ କହୁଛନ୍ତି ଦ୍ବିତୀୟ ସିଙ୍ଗମ୍

ଏହାବି ପଢନ୍ତୁ : Btech Panipuri Wali: ଜାଣନ୍ତୁ କିଏ ଏହି B-Tech ଗୁପ୍ଚୁପ ବାଲି? ବୁଲେଟରେ ଧରି ବୁଲନ୍ତି ପୁଚକା ଷ୍ଟଲ୍, ସମସ୍ତେ କରୁଛନ୍ତି ସଲ୍ୟୁଟ୍!

ସେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ,  'ଯଦି ମୁଁ ଆତ୍ମହତ୍ୟା କରେ କିମ୍ବା ହୃଦଘାତ ହୁଏ, ତେବେ ସେହି ଲୋକମାନେ ଦାୟୀ ରହିବେ। ଅନ୍ୟ ଏକ ପୋଷ୍ଟରେ ପାୟଲ କହିଛନ୍ତି ଯେ ୨୦୨୦ ରେ ଯେତେବେଳେ ଅନୁରାଗ କାଶ୍ୟପଙ୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲି, ମୋର ଚିନ୍ତା ଯାଦୁପରି ଗାଏବ ହୋଇଯାଇଥିଲା , ମୁଁ ସାଧାରଣ ଜୀବନ ଜୀଉଁବା ଆରମ୍ଭ କଲି। ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଯିଏ ତାଙ୍କ ଅବସ୍ଥା ପାଇଁ ଦାୟୀ, ସେ କାହାକୁ ଛାଡିବେ ନାହିଁ।' ୨୦୨୦ରେ, ପାୟଲ ଘୋଷ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲେ ଯେ , ଅନୁରାଗ କାଶ୍ୟପ  ୨୦୧୩ରେ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ । ଅନୁରାଗ କାଶ୍ୟପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପାୟଲ ଘୋଷ ଅନେକ ଥର ଟ୍ୱିଟ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।