Venus Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରଙ୍କ ଚଳନ, ୨୦୨୫ ପର୍ଯ୍ୟନ୍ତ ରହିବେ ଧନୀ, କିଣିବେ ନୂଆ ଗାଡି !

Venus Transit: ଆଜି ସକାଳ ୮ଟା ୫୧ ମିନିଟ୍ ସମୟରେ ଶୁକ୍ର ବୃଷ ରାଶିକୁ ଚଳନ କରିବେ । ଶୁକ୍ରଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ତେବେ, ଆସନ୍ତୁ ଜାଣିବା ଶୁକ୍ର କେଉଁ ସବୁ ରାଶିଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି।

Venus Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରଙ୍କ ଚଳନ,  ୨୦୨୫ ପର୍ଯ୍ୟନ୍ତ ରହିବେ ଧନୀ, କିଣିବେ ନୂଆ ଗାଡି !

About the Author