Monsoon Health Tips: ବର୍ଷାଦିନେ ଦହି ଖାଇବା ଉଚିତ୍ କି? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ

Written ByNarmada Behera
Published: Jul 15, 2024, 05:32 PM IST|Updated: Jul 15, 2024, 05:32 PM IST

Monsoon Health Tips: ବର୍ଷା ଋତୁ ଆରମ୍ଭ ହୋଇଯାଇଛି।   ଏହି ଋତୁରେ ସାଧାରଣତଃ ସଂକ୍ରମଣର ଭୟ ଟିକେ ଅଧିକ ଥାଏ। ବିଶେଷକରି  ବର୍ଷା ଦିନେ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଜରୁରୀ। ବର୍ଷା ଦିନରେ ଦହି ଖାଇବା ଶରୀର ପାଇଁ ଭଲ ନା ଖରାପ୍ । ତେବେ ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...