PM Modi ଏହି ମାସରେ ଗସ୍ତ କରିପାରନ୍ତି ଆମେରିକା, ବାଇଡେନଙ୍କ ସହ ଚୀନ୍-ଆଫଗାନିସ୍ତାନକୁ ନେଇ କରିବେ ଆଲୋଚନା

ଆଫଗାନିସ୍ତାନରେ ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଯଦି ସବୁ ଅଛି ଠିକ ରହେ ତେବେ ସେ ୨୨ ରୁ ୨୭ ସେପ୍ଟେମ୍ବର ମଧ୍ୟରେ ଆମେରିକା ଗସ୍ତରେ ଯିବେ ।

PM Modi ଏହି ମାସରେ ଗସ୍ତ କରିପାରନ୍ତି ଆମେରିକା, ବାଇଡେନଙ୍କ ସହ ଚୀନ୍-ଆଫଗାନିସ୍ତାନକୁ ନେଇ କରିବେ ଆଲୋଚନା
Image Credit: (ଫାଇଲ ଫଟୋ)

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More