କେରଳ ସରକାରଙ୍କୁ ଏକ ସପ୍ତାହ ପୂର୍ବରୁ ୱାୟନାଡର ଭୂସ୍ଖଳନ ବିଷୟରେ ସୂଚନା ଦିଆଯାଇଥିଲା: ଅମିତ ଶାହ

Wayanad landslide: ୱାୟନାଡର ଭୂସ୍ଖଳନ ବିପର୍ଯ୍ୟୟ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏକ ସପ୍ତାହ ପୂର୍ବରୁ ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ପର୍କରେ କେନ୍ଦ୍ର ସରକାର କେରଳ ସରକାରଙ୍କୁ ସତର୍କ କରାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟକୁ ଏଡାଇବା ପାଇଁ ଭାରତରେ ଏକ ଉନ୍ନତ ଆଲର୍ଟ ବ୍ୟବସ୍ଥା ଅଛି, ଯାହା କେବଳ ବିଶ୍ୱର କେବଳ ଚାରିଟି ଦେଶ ପାଖରେ ଅଛି।

କେରଳ ସରକାରଙ୍କୁ ଏକ ସପ୍ତାହ ପୂର୍ବରୁ ୱାୟନାଡର ଭୂସ୍ଖଳନ ବିଷୟରେ ସୂଚନା ଦିଆଯାଇଥିଲା: ଅମିତ ଶାହ
Image Credit: Wayanad landslide

About the Author