ଆଜି ମଧ୍ୟ ED ଆଗରେ ହାଜର ହେଲେ ନାହିଁ ଦିଲ୍ଲୀ ସିଏମ କେଜ୍ରିୱାଲ, ଏପର୍ଯ୍ୟନ୍ତ ପାଞ୍ଚଥର ପାଇସାରିଛନ୍ତି ସମନ୍

Arvind Kejriwal ED Summons: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ପାଇଁ ସମନ ସତ୍ତ୍ୱେ ଇଡି ଆଗରେ ହାଜର ହୋଇନାହାଁନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଇଡି ଏପର୍ଯ୍ୟନ୍ତ ତାଙ୍କୁ ପାଞ୍ଚଟି ସମନ ପଠାଇଛି।

ଆଜି ମଧ୍ୟ ED ଆଗରେ ହାଜର ହେଲେ ନାହିଁ ଦିଲ୍ଲୀ ସିଏମ କେଜ୍ରିୱାଲ, ଏପର୍ଯ୍ୟନ୍ତ ପାଞ୍ଚଥର ପାଇସାରିଛନ୍ତି ସମନ୍
Image Credit: Arvind Kejriwal ED Summons

About the Author