Delhi Fire: ରଙ୍ଗ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

Delhi Fire: ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ମଧ୍ୟରେ ଏଠାରେ ନିଆଁ ଏକ ବିରାଟ ରୂପ ନେଇଗଲା । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ଯାନଗୁଡିକ ବୃଦ୍ଧି କରାଯାଇଥିଲା। ପାଖାପାଖି ୨୨ ଟି ଦମକଳ ବାହିନୀ ଏହି ନିଆଁ ଲିଭାରେ ନିଜକୁ ନିୟୋଜିତ କରିଥିଲେ।

Delhi Fire: ରଙ୍ଗ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

About the Author