ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

ଏଲଆଇସି (LIC) ଏଭଳି ପଲିସିଗୁଡିକୁ ପୁନଃବାର ଆରମ୍ଭ କରିବାର ଅଭିଯାନ ଆରମ୍ଭ କରିଛି । ଏଲଆଇସି 'ମଝିରେ ବନ୍ଦ' ହୋଇଥିବା ପଲିସିକୁ ପୁଣି ଆରମ୍ଭ କରିବା ପାଇଁ ଜାନୁଆରୀ ୭ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଘୋଷଣା କରିଛି ।

ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

About the Author