PM Modi to Visit Qatar: ବୁଧବାର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ, ଦ୍ବିପାକ୍ଷିକ ଆଲୋଚନା ନେଇ ସୂଚନା

PM Modi to Visit Qatar: ପ୍ରଧାନମନ୍ତ୍ରୀ ଫେବ୍ରୃଆରୀ ୧୪ ଅପରାହ୍ନରେ ଦୋହା ଗସ୍ତ କରିବେ । ଏହି ଅବସରରେ କତାର ଆମିର୍ ଖେଖ୍ ତାମିମ୍ ବିନ୍ ହମାଦ ଓ ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହା ମୋଦିଙ୍କ ଦ୍ବିତୀୟ କତାର ଗସ୍ତ ହେବ । ଦୁଇ ଦେଶ ମଧ୍ଯରେ ସାମଗ୍ରିକ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ମୋଦି କତାର ଗସ୍ତ କରିବେ ।

PM Modi to Visit Qatar: ବୁଧବାର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ, ଦ୍ବିପାକ୍ଷିକ ଆଲୋଚନା ନେଇ ସୂଚନା

About the Author