ଲୁଇସ୍ ଆଗୁଆ, ହେମନ୍ତ ପଛୁଆ
Advertisement
Article Detail0/zeeodisha/odisha614119

ଲୁଇସ୍ ଆଗୁଆ, ହେମନ୍ତ ପଛୁଆ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ଚଳିତ ନିର୍ବାଚନରେ ଦୁଇ ଆସନରୁ ନିର୍ବାଚନ ଲଢୁଥିବା ହେମନ୍ତ ସୋରେନ ଗୋଟିଏ ଆସନରେ ପଛୁଆ ଥିବା ଖବର ଆସୁଛି । ଡୁମକା ଆସନରେ ବିଜେପି ପ୍ରାର୍ଥୀନୀ ଲୁଇସ୍ ମାରାଣ୍ଡି ଆଗୁଆ ଥିବା ଜଣାପଡିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ତେବେ ଚଳିତ ନିର୍ବାଚନରେ ଦୁଇ ଆସନରୁ ନିର୍ବାଚନ ଲଢୁଥିବା ହେମନ୍ତ ସୋରେନ ଗୋଟିଏ ଆସନରେ ପଛୁଆ ଥିବା ଖବର ଆସୁଛି । ଡୁମକା ଆସନରେ ବିଜେପି ପ୍ରାର୍ଥୀନୀ ଲୁଇସ୍ ମାରାଣ୍ଡି ଆଗୁଆ ଥିବା ଜଣାପଡିଛି । 

ଚଳିତ ନିର୍ବାଚନରେ ଡୁମକା ଏବଂ ବରହେଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ । ତେବେ ଡୁମକା ଆସନରେ ସେ ପଛୁଆ ଅଛନ୍ତି । ଏଠି ବିଧାୟକ ଥିବା ଲୁଇସ ମାରାଣ୍ଡି ଏଥର ବି ଆଗୁଆ ଚାଲିଥିବା ଜଣାପଡିଛି । ୩୨୦୯ ଖଣ୍ଡ ଭୋଟରେ ସେ ଆଗୁଆ ଅଛନ୍ତି । ଏହି ଆସନରେ ୨୦୦୯ରୁ ୧୪ ପର୍ଯ୍ୟନ୍ତ ହେମନ୍ତ ବିଧାୟକ ଥିଲେ । 

ଆହୁରି ପଢନ୍ତୁ; ଝାଡ଼'ଖଣ୍ଡ' ଚାହେଁ ମେଣ୍ଟ ସରକାର !