ଏଥର ରାଜନୈତିକ ଦଳର ନୁହଁ ଏକଜିଟ ପୋଲର ମଧ୍ୟ ପରୀକ୍ଷା, ମହାରାଷ୍ଟ୍ର-ହରିୟାଣାକୁ ନେଇ ଏପରି ଥିଲା ଅନୁମାନ
Advertisement
Article Detail0/zeeodisha/odisha588719

ଏଥର ରାଜନୈତିକ ଦଳର ନୁହଁ ଏକଜିଟ ପୋଲର ମଧ୍ୟ ପରୀକ୍ଷା, ମହାରାଷ୍ଟ୍ର-ହରିୟାଣାକୁ ନେଇ ଏପରି ଥିଲା ଅନୁମାନ

ମହାରାଷ୍ଟ୍ର-ହରିୟାଣାରୁ ନିର୍ବାଚନୀ ପରିଣାମ ଆସିବା ଆରମ୍ଭ ହୋଇଯାଇଛି । ୨ ରାଜ୍ୟର ଶାସନ କ୍ଷମତା ବିଜେପି ହାତରେ ରହିଛି । ପୁଣିଥରେ ଶାସନ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧି ବସିଛି ଦଳ । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାର ଦାବି କରୁଛି । ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ ଯେ, ୨ଟି ରାଜ୍ୟରେ କେଉ ଦଳ କ୍ଷମତାକୁ ଫେରୁଛି । 

Haryana-Maharashtra Assembly Poll

ନୂଆଦିଲ୍ଲୀ: ମହାରାଷ୍ଟ୍ର-ହରିୟାଣାରୁ ନିର୍ବାଚନୀ ପରିଣାମ ଆସିବା ଆରମ୍ଭ ହୋଇଯାଇଛି । ୨ ରାଜ୍ୟର ଶାସନ କ୍ଷମତା ବିଜେପି ହାତରେ ରହିଛି । ପୁଣିଥରେ ଶାସନ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧି ବସିଛି ଦଳ । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାର ଦାବି କରୁଛି । ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ ଯେ, ୨ଟି ରାଜ୍ୟରେ କେଉ ଦଳ କ୍ଷମତାକୁ ଫେରୁଛି । 

ଏହା ମଧ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ବିଜୟର ଦାବି କରୁଛି । କିନ୍ତୁ ଏହି ୨ ରାଜ୍ୟରୁ ଆସିଥିବା ସମସ୍ତ ଏକଜିଟ ପୋଲ ମଧ୍ୟ ପରୀକ୍ଷା ମଧ୍ୟ ଦେଇ ଗତି କରିବ । ଅଧିକାଂଶ ଏକଜିଟ ପୋଲ ୨ ରାଜ୍ୟରେ ବିଜେପିର ଜିତିବାର ଦାବି କରିଥିଲା । କେବଳ ଆଜତକ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲରେ ବ୍ୟତିକ୍ରମ ଦେଖିବାକୁ ମିଲିଥିଲା । ଏହି ଏକଜିଟ ପୋଲ ଅନୁସାରେ ହରିୟାଣାରେ ତ୍ରିଶଙ୍କୁ ବିଧାନସଭାର ପରିସ୍ଥିତି ଦେଖାଦେବ । ଏପରି ପରିସ୍ଥିତିରେ ଦେଖିବାକୁ ହେବ କେଉ ଏକଜିଟ ପୋଲର ଅନୁମାନ ସଠିକ ହେଉଛି ।

ମହାରାଷ୍ଟ୍ର ପାଇଁ କରାଯାଇଥିବ ଏକଜିଟ ପୋଲର ଅନୁମାନ
ଆଜତକ ଏକ୍ସିସ ମାଇ ଇଣ୍ଡିଆ

ବିଜେପି-ଶିବସେନା ମେଣ୍ଟ: ୧୬୬-୧୯୪ଟି ଆସନ 
କଂଗ୍ରେସ-ଏନସିପି: ୭୨-୯୦ଟି ଆସନ
ଅନ୍ୟାନ୍ୟକୁ ୨୨-୩୪ଟି ଆସନ 

ସିଏନଏନ-ନ୍ୟୁଜ 18 ଏକଜିଟ ପୋଲ
ବିଜେପି-ଶିବସେନା ମେଣ୍ଟ: ୨୪୩ଟି ଆସନ
କଂଗ୍ରେସ-ଏନସିପି: ୪୧ଟି ଆସନ

ଟାଇମ୍ସ ନାଉ ଏକଜିଟ ପୋଲ
ବିଜେପି-ଶିବସେନା ମେଣ୍ଟ: ୨୩୦ଟି ଆସନ
କଂଗ୍ରେସ-ଏନସିପି: ୪୮ଟି ଆସନ
ଅନ୍ୟାନ୍ୟ: ୧୦ଟି ଆସନ 

ଏବିପି-ସି ଭୋଟର ଏକଜିଟ ପୋଲ
ବିଜେପି-ଶିବସେନା ମେଣ୍ଟ: ୨୦୪ଟି ଆସନ
କଂଗ୍ରେସ-ଏନସିପି: ୬୯ଟି ଆସନ
ଅନ୍ୟାନ୍ୟ: ୧୫ଟି ଆସନ 

ରିପବ୍ଲିକ-ଜନ କି ବାତ
ବିଜେପି-ଶିବସେନା ମେଣ୍ଟ: ୨୩୩ଟି ଆସନ
କଂଗ୍ରେସ-ଏନସିପି: ୫୪ଟି ଆସନ

ଟିଭି 9-ସିସେରୋ
ବିଜେପି-ଶିବସେନା ମେଣ୍ଟ: ୧୯୭ଟି ଆସନ
କଂଗ୍ରେସ-ଏନସିପି: ୭୫ଟି ଆସନ
ଅନ୍ୟାନ୍ୟ: ୧୬ଟି ଆସନ 
ହରିୟାଣା ପାଇଁ ଏପରି ଥିଲା ଏକଜିଟ ପୋଲର ଅନୁମାନ

ଆଜତକ ଏକ୍ସିସ ମାଇ ଇଣ୍ଡିଆ
ବିଜେପି: ୩୨-୪୪
କଂଗ୍ରେସ: ୩୦-୪୨
ଜେଜେପି: ୬-୧୦
ଅନ୍ୟାନ୍ୟ: ୬-୧୦

ରିପବ୍ଲିକ ଜନ କି ବାତ
ବିଜେପି: ୫୨-୬୩
କଂଗ୍ରେସ: ୧୫-୧୯
ଜେଜେପି: 5-୯
ଅନ୍ୟାନ୍ୟ: ୮-୯

ଏବିପି
ବିଜେପି ୭୨
କଂଗ୍ରେସ ୮
ଅନ୍ୟାନ୍ୟ ୧୦

ସିଏନଏନ-ନ୍ୟୁଜ 18 ଏକଜିଟ ପୋଲ
ବିଜେପି ୭୫
କଂଗ୍ରେସ ୧୫

ଟାଇମ୍ସ ନାଉ
ବିଜେପି ୭୧
କଂଗ୍ରେସ ୧୧
ଅନ୍ୟାନ୍ୟ