• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଧାନ କ୍ଷେତରେ ଦଳିଦେଲା ହାତୀ

 ଧାନ କ୍ଷେତ ଜଗିବାକୁ ଯାଇଥିବା ବେଳେ ଦଳି ଦେଇଛି ହାତୀ । ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ ।

ଧାନ କ୍ଷେତରେ ଦଳିଦେଲା ହାତୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଲୋଇସିଂହା ଥାନା ଧଅଁରାଦାଦର ଗାଁରେ ଅଘଟଣ ଘଟିଛି । ଧାନ କ୍ଷେତ ଜଗିବାକୁ ଯାଇଥିବା ବେଳେ ଦଳି ଦେଇଛି ହାତୀ । ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ ।

ଗତକାଲି ରାତିରେ ସ ଶ୍ରୀରାମ ଧାନ କ୍ଷେତ ଜଗିବାକୁ ବିଲକୁ  ଯାଇଥିଲେ । ତେବେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଚାଷୀଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଉତ୍ପାତ ବଢିଛି  । ହେଲେ ଏନେଇ ବନ ବିଭାଗ ପକ୍ଷରୁ  କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।