ଧାନ କ୍ଷେତରେ ଦଳିଦେଲା ହାତୀ
Advertisement

ଧାନ କ୍ଷେତରେ ଦଳିଦେଲା ହାତୀ

 ଧାନ କ୍ଷେତ ଜଗିବାକୁ ଯାଇଥିବା ବେଳେ ଦଳି ଦେଇଛି ହାତୀ । ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ ।

ଧାନ କ୍ଷେତରେ ଦଳିଦେଲା ହାତୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଲୋଇସିଂହା ଥାନା ଧଅଁରାଦାଦର ଗାଁରେ ଅଘଟଣ ଘଟିଛି । ଧାନ କ୍ଷେତ ଜଗିବାକୁ ଯାଇଥିବା ବେଳେ ଦଳି ଦେଇଛି ହାତୀ । ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ ।

fallbackଗତକାଲି ରାତିରେ ସ ଶ୍ରୀରାମ ଧାନ କ୍ଷେତ ଜଗିବାକୁ ବିଲକୁ  ଯାଇଥିଲେ । ତେବେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଚାଷୀଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଉତ୍ପାତ ବଢିଛି  । ହେଲେ ଏନେଇ ବନ ବିଭାଗ ପକ୍ଷରୁ  କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।